ବିବାହ ପୂର୍ବରୁ କେବେ ଫେସିଆଲ କରିବା ଦରକାର ଜାଣନ୍ତୁ...
by Argus News
Sat, Apr 13 | 6:30 p.m.

ଅର୍ଗସ ବ୍ୟୁରୋ:  ଆରମ୍ଭ ହୋଇଗଲାଣି ବିବାହ ଋତୁ। ଆଉ ଏମିତିରେ ସବୁ ଝିଅ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବାକୁ ଚାହାନ୍ତି। ଯାହାକୁ ଦୃଷ୍ଟିରେ ରଖି ଗୋଟିଏରୁ ଗୋଟିଏ ଭଲ ଡ୍ରେସ ପିନ୍ଧିବାକୁ ଚାହାନ୍ତି। କେବଳ ସେତିକି ନୁହେଁ, ମ୍ୟାଚିଙ୍ଗ ଜୁଏଲାରି ଏବଂ ମେକଅପ୍‌ ପାଇଁ ମଧ୍ୟ ଅର୍ଡର ଦେଇଥାନ୍ତି। ଅନେକଥର କନ୍ୟାର ଫେସ ମେକଅପ୍‌ ପରେ ମଧ୍ୟ ସେହି ପ୍ରକାରର ଗ୍ଲୋ ମିଳିନଥାଏ, ଯେମିତି ସିଏ ଚାହୁଁଥାନ୍ତି। କନ୍ୟା ହେବା ପୂର୍ବରୁ ବ୍ରାଇଡାଲ ଲୁକ ପାଇଁ ଝିଅମାନେ ଫେସିଆଲ କରିଥାନ୍ତି। ତେବେ ବିବାହ ପୂର୍ବରୁ କେବେ ଫେସିଆଲ କଲେ ମୁହଁରେ ଗ୍ଲୋ  ଆସିବ ଜାଣିବାକୁ ଚାହୁଁଛନ୍ତି କି ? ଏହାକୁ ନେଇ ଡକ୍ଟରଙ୍କ ମତ କଣ  ରହିଛି ଜାଣନ୍ତୁ ?

କନ୍ୟାର ଫାଇନାଲ ଲୁକ ପାଇଁ ସ୍କିନ ଠିକ ହେବା ପାଇଁ ସମୟ ଲାଗିଥାଏ। ଆଉ ଏହା କରିବା ପାଇଁ ଏକ ସଠିକ ସମୟ ଦରକାର।  ଫେସିଆଲ କେବେ କରିବା ଦରକାର ଏକ୍ସପର୍ଟମାନେ ମତ କଣ ଥାଏ। ସେଲିବ୍ରେଟିମାନଙ୍କର ସ୍କ୍ରିନ କେତେ ଗ୍ଲୋ କରେ ଏକ୍ସପର୍ଟମାନେ କଣ କୁହନ୍ତି ଜାଣନ୍ତୁ। ଡକ୍ଟରଙ୍କ କହିବା କଥା କି, ଯଦି ଯଦି କାହାର ମୁହଁରେ କୌଣସି ଦାଗ ରହିଛି ତେବେ, ଏହାର ଟ୍ରିଟମେଣ୍ଟ ୬ ମାସ ଆଗରୁ ଆରମ୍ଭ କରିବା ଦରକାର। ଏହାସହ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଫେସିଆଲ କରିବା ଦରକାର। ଯାହାକି ବିବାହ ପୂର୍ବରୁ ପାଖାପାଖି ୧୨ଥର ହେବା ଦରକାର। ଯଦି ଆପଙ୍କୁ ଟ୍ୟାନିଙ୍ଗର ସମସ୍ୟା ରହିଛି, ତେବେ ବିବାହର ତିନି ସପ୍ତାହ ପୂର୍ବରୁ ଦୁଇ ରୁ ଚାରି ସପ୍ତାହ ମଧ୍ୟରେ ଫେସିଆଲ କରିବା ଆରମ୍ଭ କରିଦିଅନ୍ତୁ। 

ଏହାସହ ଡକ୍ଟର ଏହା ମଧ୍ୟ କୁହନ୍ତି କି, ଯଦି କୌଣସି କନ୍ୟାର ସ୍କ୍ରିନରେ ସେଭଳି କୌଣସି ସମସ୍ୟା ନାହିଁ, ତେବେ ବିବାହର ତିନି ମାସ ପୂର୍ବରୁ ନିଜ ସ୍କ୍ରିନର କେୟାର କରିବା ଆରମ୍ଭ କରିଦେବା ଆବଶ୍ୟକ। ଯାହାକି ତାଙ୍କ ସ୍କ୍ରିନ ବିବାହ ସମୟରେ ଗ୍ଲୋ କରିବ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 


     

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ