ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା
by Argus News
Wed, Oct 23 | 8:42 a.m.

ଅର୍ଗସ ବ୍ୟୁରୋ : ସୃଷ୍ଟି ହେଲା ବାତ୍ୟା  ।ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପାରାଦୀପ ରାଡାରରେ ବାତ୍ୟାର ଚିତ୍ର ଅନୁମାନ । ସାଟେଲାଇଟ ଚିତ୍ରରେ ଦେଖା ଗଲା ବାତ୍ୟାର ଆଖି । କାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନବ ।ଗତ ୬ ଘଣ୍ଟାହେବ ଘଣ୍ଟାପ୍ରତି ୩ କିଲୋମିଟର ଦେଇ ଗତି କରୁଛି । ଅଶାନ୍ତ ହେଉଛି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ।

ଅଧିକ ପଢନ୍ତୁ : ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’

ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ଘଣ୍ଟାପ୍ରତି ପବନର ବେଗ ରହିବ ୧୦୦ରୁ ୧୨୦ କିଲୋମିଟର । 

DHARMENDRA PRADHAN
5m ago
ଆସୁଛି ବାତ୍ୟା : ଧର୍ମେନ୍ଦ୍ର କହିଲେ ଆମ ସରକାର ପ୍ରସ୍ତୁତ
ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ସୂଚନା । ଓଡ଼ିଶାର ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍‌ ନେ
କ୍ୟାବିନେଟ
6m ago
ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ବାତ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରୁଛନ୍ତ
ଭିତରକନିକା
15m ago
ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା
ଅର୍ଗସ ବ୍ୟୁରୋ : ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା । ୨ ଘଣ୍ଟା ପର୍ଯ୍ୟନ୍ତ ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ୧୨୦ କିଲୋମିଟର ଯାଏଁ ବହିପାରେ ପବନର ବେଗ । ଅଧିକ ପଢନ୍ତ