ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼, ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ
by Argus News
Thu, Dec 07 | 2:46 p.m.

ଅର୍ଗସ ବ୍ୟୁରୋ : ସୁନ୍ଦରଗଡ଼ର ରାଜ କିଶୋର ଜସୱାଲ ସହ ରାଉରକେଲାର କାମେଶ୍ବର ତିୱାରୀଙ୍କ ଘର ସହ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଗତକାଲିଠୁ ରେଡ୍ ଚାଲିଛି । ୫ ଜଣିଆ ଟିମ୍ କରୁଛନ୍ତି କାଗଜ ପତ୍ର ଯାଞ୍ଚ । ଗତକାଲି ସୁନ୍ଦରଗଡ଼ ମଦ ବ୍ୟବସାୟୀ ରାକ କିଶୋର ଜସୱାଲଙ୍କ କାର୍ଯ୍ୟାଳୟ, ଘର ସହ ସର୍ଗିପାଲି, ରାଣିବାଗିଚାରେ ଥିବା ଦେଶୀ ମଦ ଭାଟିରେ ଚାଲିଛି ରେଡ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଉରକେଲା ମଦ ବ୍ୟେବସାୟୀ କାମେଶ୍ବର ତିୱାରୀଙ୍କ ରାଉରକେଲା ସିଭିଲ ଟାଉନସିପ୍ । କାର୍ଯ୍ୟ।ଲୟ ସହ ସିଭିଲ ଟାଉନସିପ ଘର ଉପରେ ଚାଲିଛି ରେଡ । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । 

ରାଜଧାନୀରେ କୋଷ୍ଟଗାର୍ଡ
1m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
30m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା