୨୦୨୪ ମସିହାରେ ଫିଲ୍ମପ୍ରେମୀଙ୍କୁ ବଡ଼ ଉପହାର
by Argus News
Tue, Jul 02 | 6:24 p.m.

ଅର୍ଗସ ବ୍ୟୁରୋ: ଚଳିତ ୨୦୨୪ ବର୍ଷରେ ବଡ଼ ପ୍ରୋଜେକ୍ଟର ୯ଟି ଧମାକେଦାର ଫିଲ୍ମ ରିଲିଜ ହେବାକୁ ଯାଉଛି। ଯାହାର ଫ୍ୟାନ ମାନେ ଅପେକ୍ଷା କରି ରହିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ବଡ଼ ପ୍ରୋଜେକ୍ଟର ୯ଟି ଫିଲ୍ମ ବିଷୟରେ। ଆସନ୍ତା ଜୁଲାଇ ୧୨ ତାରିଖରେ କମଳ ହାସନଙ୍କ `ଇଣ୍ଡିଆନ ୨' ମୁଭି ରିଲିଜ ହେବାକୁ ଯାଉଛି। ସେହିପରି ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ `ସ୍ତ୍ରୀ ୨' ଅଗଷ୍ଟ ୧୫ରେ ରିଲିଜ ହେବ। ଫିଲ୍ମ `ଦେବରା ପାର୍ଟ ୧' ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ରିଲିଜ ହେବ। ଆଲିଆଙ୍କ ଅଭିନୀତ `ଜିଗରା' ମୁଭି ଅକ୍ଟୋବର ୧୧ରେ ରିଲିଜ ହେବ। 

ରଜନୀକାନ୍ତଙ୍କ ଅଭିନୀତ ମୁଭି `ଭେଟାୟାଁ' ଅକ୍ଟୋବର ୧୦ ତାରିଖରେ ରିଲିଜ ହେବ। `କଙ୍ଗୁବା' ମୁଭି ଅକ୍ଟୋବର ୧୦ ତାରିଖରେ ରିଲିଜ ହେବ। ଅଜୟ ଦେବଗନଙ୍କ ଅଭିନୀତ ସିଘଂମ ଅଗେନ ନଭେମ୍ବର ୧ ତାରିଖରେ ରିଲିଜ ହେବ। ସେହିପରି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ମୁଭି `ପୁଷ୍ପା ୨' ଡିସେମ୍ବର ୬ ତାରିଖରେ ରିଲିଜ ହେବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ସାମ୍ନାକୁ ଆସିଲା
13m ago
ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ଆଉ ଏକ ଓଡ଼ିଆ ମାରଣ ନୀତିର ନମୁନା
ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ
ବିଶ୍ବ ଚାମ୍ପିୟନ
16m ago
ବିଶ୍ବ ଚାମ୍ପିୟନ ସ୍ବଦେଶ ଫେରିବାପରେ ମୁମ୍ବାଇରେ ଗ୍ରାଣ୍ଡ ଓ୍ବେଲକମ
ଅର୍ଗସ ବ୍ୟୁରୋ: ସମୟର ସବୁଠାରୁ ସୁନ୍ଦର ଉପଲବ୍ଧି କଣ ଜାଣନ୍ତି ? ସମୟ ହେଉଛି ପରିବର୍ତ୍ତନଶୀଳ । କଭୀ ଗମ୍, କଭୀ ଖୁସି । କଭୀ ଆସୁଁ, କଭୀ ହସୀ । ନା କଣ କହୁଛନ୍ତି ? ବେଶୀ ନୁହେଁ, ଏଇ ଛଅ ମା
କୁସୁମା ଓ ବଲ୍ଲେବଲ୍ଲେ
57m ago
କୁସୁମା ଓ ବଲ୍ଲେବଲ୍ଲେ ଢାବାକୁ ନେଇ ବିବାଦ
ଅର୍ଗସ ବ୍ୟୁରୋ: କୁସୁମା କେଳେଙ୍କାରୀ ପଦାକୁ ଆସିବା ପରେ ପ୍ରଶାସନ ଲଗାଇଛି ନୋ ଏଣ୍ଟ୍ରି ନୋଟିସ । ହେଲେ କୁସୁମାରେ ଆଲିସାନ୍ ବଙ୍ଗଳା କେମିତି ନିର୍ମାଣ ହେଲା ଏନେଇ ମୁହଁ ଖୋଲୁନି ଯାଜପୁ