ବାଲିରେ ପାମ୍ପଡ ସେକି ଖାଇଲେ ଯବାନ, ଭାଇରାଲ ହେଲା ଭିଡିଓ
by Argus News
Thu, May 23 | 12:25 p.m.

ଅର୍ଗସ ବ୍ୟୁରୋ : ଆମକୁ ସୁରକ୍ଷିତ ରଖିବା ପାଇଁ ଅନେକ କଷ୍ଟ ଅନେକ ସଂଘର୍ଷ କରନ୍ତି ଆମ ଦେଶରେ ଯବାନ । ଯେଉଁଥିପାଇଁ ଆମେ ଶାନ୍ତି ଏବଂ ସୁରକ୍ଷିତରେ ଘରେ ଶୋଇପାରୁ । ସେହିପରି ଜଣେ ଯବାନଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବାଲିରେ ପାମ୍ପଡ ସେକୁଥିବା ନଜର ଆସିଛନ୍ତି । ରାଜସ୍ଥାନର ବର୍ଡରରେ ଥିବା ଯବାନମାନଙ୍କ ମଧ୍ୟରେ ଜଣେ ଯବାନ ଗରମ ତତଲା ବାଲିରେ ପାମ୍ପଡକୁ ରଖିଥିଲେ । ପରେ ଏହା ଉପରେ କିଛି ବାଲି ଦେଇ ଅପେକ୍ଷା କରିଥଇଲେ । କିଛି ସମୟ ପରେ ପାମ୍ପଡ ଭାଜି ହୋଇଥିବା ନଜର ଆସିଥିଲା । ୪୭ ଡିଗ୍ରୀ ତାପମାତ୍ରାରେ ଏହି ପାମ୍ପଡ ଭାଜି ହୋଇ ଯାଇଥିଲା ।

 

ଏହି ଭିଡିଓକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଶେୟାର କରିଛନ୍ତି, ଏବଂ ଲେଖିଛନ୍ତି, "ଏହି ଯବାନଙ୍କ ଏପରି ଭିଡିଓ ଦେଖିବା ପରେ ତାଙ୍କପ୍ରତି ମୋର ସମ୍ମାନ ଅଧିକ ବଢିଗଲା । ଏପରି ଅବସ୍ଥାରେ ରହି ମଧ୍ୟ ସେମାନେ ଆମକୁ ସୁରକ୍ଷିତ ରଖି ପାରିଛନ୍ତି ।"  ଏହି ଭିଡିଓରେ ଅନେକ ଜଣ କମେଣ୍ଟ କରି ଯବାନଙ୍କ ପ୍ରଶଂସା କରିଛନ୍ତି । 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା