ଗାଧୋଇବାକୁ ଯାଇ ନାବାଳକ ନିଖୋଜ
by Argus News
Fri, Jun 07 | 2:37 p.m.

ରାୟଗଡା: ଚାଟିକଣା ଗଦଗଦାରେ ଗାଧଇବାକୁ ଯାଇ ନାବାଳକ ନିଖୋଜ । ରାୟଗଡା ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ଗଦଗଦା ଠାର ଗାଧେଇବାକୁ ଯାଇ ନାବାଳକ ନିଖୋଜ ଥିବା ସୂଚନା । ନାବାଳକ ଜଣଙ୍କ ଗୁଣୁପୁର ଅଞ୍ଚଳର ସରୋଜ କୁମାର ମିଶ୍ର ବୋଲି ଜଣାପଡିଛି।

ବିଷମ କଟକ ଖାଲସାହିରେ ରହୁଥିବା ନିଜମାମୁ ଘରକୁ ଆଶିଥିଲେ ।  ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ଗଦଗଦା ନିକଟକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ବିଷମକଟକ ଦମକଳବାହିନି ପହଞ୍ଚି ଛାନଭିନ୍ କରୁଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଉଚ୍ଚ ଜୁଆର
6m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
10m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ