କଟକ ସହର ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ
by Argus News
Wed, Apr 03 | 9:42 a.m.

ଅର୍ଗସ ବ୍ୟୁରୋ:  କଟକ ସହର ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ। ହଜାରେ ନୁହେଁ 14ଶହ ବର୍ଷ ପୁରୁଣା କଟକ ସହର । ବାରବାଟୀ ଦୁର୍ଗରେ ଏଏସଆଇ ପକ୍ଷରୁ ଚାଲିଥିବା ଖନନ ବେଳେ ମିଲିଲା ତଥ୍ୟ ।  ପ୍ରାଚୀନ ସଭ୍ୟତାର କିର୍ତ୍ତୀରାଜି, ଭଗ୍ନାବଶେଷ ଓ ଶଙ୍ଖା ଉଦ୍ଧାର ହୋଇଛି ।  କେବଳ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ନୁହେଁ  ଆରବ ଦେଶ, ଚାଇନା, ମିଆଁମାର ସହ କଟକର ବାଣିଜ୍ୟ କାରବାର ସମ୍ପର୍କ ରହିଥିବା ଭଗ୍ନାବଶେଷରୁ ସ୍ପଷ୍ଟ ହୋଇଛି।

ଉଦ୍ଧାର ହୋଇଥିବା ଭଗ୍ନାବଶେଷ ୬୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ସମୟର ବୋଲି ଜଣା ପଡିଛି। ଖନନରୁ ୬୦୦ ଖ୍ରୀଷ୍ଟାବ୍ଦର ଧଳା ପଥର ସହ ଭିଏତନାମ, ଚୀନ, ଆରବ ଦେଶର ବହୁ ଭଗ୍ନାବଶେଷ ମିଳିଛି। କିଛି ପତ୍ରରେ ଚୀନ ଓ ଆରବ ଭାଷାରେ ଲେଖାଥିବା ଜଣାପଡ଼ିଛି। ଗଙ୍ଗ ବଂଶ ପୂର୍ବରୁ ସୋମବଂଶ ସମୟରେ ବ୍ୟବହାର ହେଉଥିବା ପାତ୍ର ମଧ୍ୟ ଉଦ୍ଧାର ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ