କେନାଲରେ ଢଳା ହେଲା ବସ୍ତା ବସ୍ତା ଅର୍ପଣ ଚାଉଳ !
by Argus News
Thu, Aug 22 | 10:50 a.m.

ପୁରୀ: କେନାଲରେ ଢଳା ହେଲା ବସ୍ତା ବସ୍ତା ଅରୁଆ ଚାଉଳ। ଆଉ ଏହି ଚାଉଳ ଅର୍ପଣ ଚାଉଳ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।  ଯେଉଁ ମିନି ଟ୍ରକରେ ଅର୍ପଣ ଚାଉଳ ଅନ୍ୟତ୍ର ସ୍ଥାନାନ୍ତର ହେଉଥିଲା ସେହି ସମାନ ନମ୍ବର ଥିବା ଗାଡିରୁ ଚାଉଳ କେନାଲରେ ଢଳା ଯାଉଛି। ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।  

ନିମାପଡା-ଗୋପ ବ୍ରାଞ୍ଚ କେନାଲ ପାଣିରେ କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳ ଢଳା ଯାଇଛି। ଏହ ସହ ନିକଟ ବାୟାକୁଦା କେନାଲ ବ୍ରିଜ ନିକଟରେ ଗୋଟିଏ 407 ମିନି ଟ୍ରକରେ ଚାଉଳ ଆଣି କିଛି ଶ୍ରମିକ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଏହା ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚାଉଳ କିଏ ଫିଙ୍ଗିଲା, କାହିଁକି ଏତେ ମାତ୍ରାରେ ଅର୍ପଣ ଚାଳଉକୁ କେନାଲରେ ଫିଙ୍ଗାଗଲା ? ଘଟଣାର ତଦନ୍ତ ହୋଇ.. ହେବ କି କାର୍ଯ୍ୟାନୁଷ୍ଠାନ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବ୍ରିକ୍ସ ସମିଟ୍
now
ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ
ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତ
ବାତ୍ୟା
7m ago
ବାତ୍ୟାକୁ ନେଇ ଐତିହ୍ୟର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ ଚିଠି
ଅର୍ଗସ ବ୍ୟୁରୋ : ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍
ହାଇକୋର୍ଟ
12m ago
ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ। ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ।