ଭାଲୁ କାମୁଡ଼ାରେ ମହିଳା ଗୁରୁତର 
by Argus News
Mon, May 27 | 3:57 p.m.

ନବରଙ୍ଗପୁର: ଭାଲୁ କାମୁଡ଼ାରେ ମହିଳା ଗୁରୁତର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ହାତିଗାଁ ପଞ୍ଚାୟତର ପହିଲିପାରା ଗ୍ରାମରେ । ପ୍ରାୟ 11ଟା ସମୟରେ ପହିଲିପାରା ଗ୍ରାମର ନିକଟରେ ଥିବା ଜଂଗଲକୁ 4ଜଣ ମହିଳା କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲ କୁ ଯାଇଥିଲେ ।

ହଠାତ ଏକ ଭାଲୁ ଆସି ଆକ୍ରମଣ କରିଥିଲା ସୁକୁବାଇ ଗଣ୍ଡ (58)ଙ୍କ ଉପରେ । ଭାଲୁ ଆକ୍ରମଣ କରୁଥିବା ଦେଖି ଅନ୍ୟ 3ଜଣ ଦୌଡ଼ି ପଳାଇଥିବା ବେଳେ କୌଶଳ କ୍ରମେ ଭାଲୁ ଆକ୍ରମଣ ରୁ ଖସି ଆସିଥିଲେ ସୁକୁବାଇ । କିନ୍ତୁ ଭାଲୁ କାମୁଡ଼ା ରେ ଗୁରୁତର ହୋଇ ବର୍ତମାନ ସେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଛିତ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁସାରେ ବନ ବିଭାଗର ଅସାବଧାନତା ଯୋଗୁଁ ଏପରି ଅଘଟଣ ବରମ୍ବାର ଘଟୁଛି ବୋଲି ଅଭିଯୋଗ ହେଉଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାଜ୍ୟରେ ଲାଗୁ ହେବ
now
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର