କୃଷ୍ଣପ୍ରସାଦ; ଜମିବାଡ଼ି ବିବାଦରୁ ବାପା ପୁଅଙ୍କୁ ଏସିଡ ମାଡ଼ 
by Argus News
Mon, Dec 11 | 12:10 p.m.

ପୁରୀ:  କୃଷ୍ଣପ୍ରସାଦରେ ଏସିଡ ମାଡ଼ ।  ଜମିବାଡ଼ି ବିବାଦରୁ ବାପା ପୁଅଙ୍କୁ ଏସିଡି ମାଡ଼ ହୋଇଥିବା ସୂଚନା ରହିଛି । ଏସିଡ ମାଡ଼ରେ ଗୋମୁଣ୍ଡିଆ ପଞ୍ଚାୟତର ଉଆସପଦର ଗ୍ରାମର ବାପ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାପ ପୁଅଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ବିଲରେ କାମ କରୁଥିବାବେଳେ ଜୈନିକ ବ୍ୟକ୍ତି ଏସିଡି ମାଡ଼ କରିଥିବା ସୂଚନା ରହିଛି । ସେପଟେ ଏନେଇ କୃଷ୍ଣପ୍ରସାଦ ଥାନାରେ ଆହତ ପରିବାର ଲୋକେ ଏତଲା ଦେଇଛନ୍ତି । ଆହତ ବାପା ପୁଅ ହେଲେ ଅଧିକାରୀ ତରାଇ, ରାଜେନ୍ଦ୍ର ତରାଇ ।

ଆହୁରି ପଢନ୍ତୁ ଅପରାଧ ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ