୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ
by Argus News
Sun, Sep 29 | 7:49 a.m.

ଅର୍ଗସ ବ୍ୟୁରୋ : ୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ। ଶନିବାର ରାତି ୧୧ଟା ୩୦ରେ ଆନ୍ଦୋଳନ ପ୍ରତ୍ୟାହାର କରି ରାଜ୍ୟର ସମସ୍ତ ନର୍ସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ନର୍ସିଂ ସଂଘ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ନର୍ସିଂ ଅଫିସର ସଂଘର ସାଧାରଣ ସମ୍ପାଦକ ଅଶ୍ବିନୀ ଦାସ। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି ।

ଅଧିକ ପଢନ୍ତୁ : ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ

ସେମାନଙ୍କୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି।

ନାଇଟ ବ୍ଲକିଂ ଚେକିଂ
10m ago
ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା
ଅର୍ଗସ ବ୍ୟୁରୋ : ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା । ମଦ୍ୟପାନ କରି ପୋଲିସ ବ୍ୟାରିକେଡ୍ ଭାଙ୍ଗି ଫେରାର ବେଳେ ଧରିଲା ପୋଲିସ । ଆଉ ଗାଡି ଡିକି ଚେକିଂ ବେଳେ 4
ମୋ ବସ୍
ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ
ଅର୍ଗସ ବ୍ୟୁରୋ : ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି
ଶ୍ରୀମନ୍ଦିର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ । ଓଡ଼ିଶା ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି ଆଜି ପୁରୀ ଯାଇଥିଲେ