ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ
by Argus News
Sun, Sep 29 | 8:47 a.m.

ଅର୍ଗସ ବ୍ୟୁରୋ  : ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋ ବସ୍ ଡ୍ରାଇଭର ମନୋଜ କୁମାର ସାହୁଙ୍କୁ ମରଣାନ୍ତକ କରାଯାଇଛି ।

ଅଧିକ ପଢନ୍ତୁ : ମୋ ବସ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ରେଳ ଷ୍ଟେସନ ନିକଟରେ ଷ୍ଟପେଜକୁ ନେଇ ମାରପିଟ୍ ସନ୍ଦେହ । ମାଡ଼ ଭିଡିଓ ଭାଇରାଲ, ଜିଆର୍‌ପି ପୋଲିସର ତଦନ୍ତ ଆରମ୍ଭ ।
 

ସୁଭଦ୍ରା ଟଙ୍କା
18m ago
ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ "ସୁଭଦ୍ରା ଟଙ୍କା"
ଅର୍ଗସ ବ୍ୟୁରୋ : ଦଶହରାରେ ସୁଭଦ୍ରା ଭେଟି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ବାରିପଦାର
ଟି-୨୦ ସିରିଜ
54m ago
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ସୂର୍ଯ୍ୟ ବାହିନୀ,ଡେବ୍ୟୁ କରିବେ ମୟଙ୍କ
ଅର୍ଗସ ବ୍ୟୁରୋ:ଟେଷ୍ଟ ଶେଷ ପରେ ବାଂଲାବାହିନୀ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ,କରିବ ବାଘ ଶିକାର। ଏଥିଲାଗି ବାଂଲାଦେଶ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ପାଇଁ ବିସିସିଆ
ନେପାଳ
ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷ