ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି
by Argus News
Sun, Sep 29 | 8:21 a.m.

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ । ଓଡ଼ିଶା ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି ଆଜି ପୁରୀ ଯାଇଥିଲେ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ମନ୍ଦିରର କାରୁକାର୍ଯ୍ୟ ଦେଖି ବିଭୋର ହୋଇଥିଲେ। ଶ୍ରୀମନ୍ଦିରକୁ ବିଶ୍ଵର ମହାନ୍ ମନ୍ଦିର କହିବା ସହ ସେ କହିଥିଲେ ଜଣେ ଯାତ୍ରୀ ଓ ଜଣେ ପରିଦର୍ଶକ ଭାବେ ଏହି କ୍ଷେତ୍ରର ସୁନ୍ଦରତା ଓ ଶକ୍ତି ଅନୁଭବ କରିଛି ।

ଅଧିକ ପଢନ୍ତୁ ଓଡିଶା ଖବର

ପୁରୀ, ଓଡ଼ିଶା ତଥା ଭାରତର ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରିବା ସହ ଗସ୍ତ ସମୟରେ ବିଶ୍ଵ ସଭ୍ୟତାକୁ ଭାରତର ଅବଦାନ ବିଷୟରେ ଉପଲବ୍ଧି ହୋଇଛି ବୋଲି ସେ ମତ ରଖିଛନ୍ତି।  ନିଜ ପରିବାର ସହ ଏହି ଅନୁଭୂତି ବାଣ୍ଟିବାକୁ ଭୂଲିବେନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ।
 

ସୁଭଦ୍ରା ଟଙ୍କା
22m ago
ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ "ସୁଭଦ୍ରା ଟଙ୍କା"
ଅର୍ଗସ ବ୍ୟୁରୋ : ଦଶହରାରେ ସୁଭଦ୍ରା ଭେଟି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ବାରିପଦାର
ଟି-୨୦ ସିରିଜ
57m ago
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ସୂର୍ଯ୍ୟ ବାହିନୀ,ଡେବ୍ୟୁ କରିବେ ମୟଙ୍କ
ଅର୍ଗସ ବ୍ୟୁରୋ:ଟେଷ୍ଟ ଶେଷ ପରେ ବାଂଲାବାହିନୀ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ,କରିବ ବାଘ ଶିକାର। ଏଥିଲାଗି ବାଂଲାଦେଶ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ପାଇଁ ବିସିସିଆ
ନେପାଳ
ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷ