ବିହାରରେ ମଦ ବ୍ୟାନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ 
by Argus News
Tue, Mar 05 | 2:05 p.m.

ଭୁବନେଶ୍ୱର:  ବିହାରରେ ମଦ ବ୍ୟନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ । ବିହାରରେ ବଢ଼ିଛି ଗଞ୍ଜେଇ ଚାହିଦା । ଭୁବନେଶ୍ବରରୁ ଧରାହେଲା 148 କେଜି ଭର୍ତ୍ତି ଟ୍ରକ୍ । ବ୍ୟାଟେରୀ ଚାଲାଣ ଗାଡ଼ି ଭିତରୁ ହେଲା ଜବତ । ଗଞ୍ଜେଇ ଚୋରା ଚଲାଣକାରି ବିହାରକୁ ଚାଲାଣ କରୁଥିଲେ ଗଞ୍ଜେଇ ।

କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ୍ stf ଟ୍ରକ୍ ଟିକୁ ଜବତ କରିବା ସହ ଚାଲାଣ ହେଇଥିବା ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ଉତ୍ତରପ୍ରଦେଶର ମହେନ୍ଦ୍ର ପଲ୍, ସନି କୁମାର ଓ ବିହାରର ଅରୁଣ ମହାତୋଙ୍କୁ ଗିରଫ କରିଛି stf । Stf ସୂଚନା ଅନୁସାରେ ଟ୍ରକରେ ବ୍ୟାଟେରୀ ଆଣି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବିହାର ଯାଉଥିଲା । ବ୍ରହ୍ମପୁର ନିକଟରେ ଟ୍ରକ୍ ରେ ଗଞ୍ଜେଇ ଲୋଡ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଟ୍ରେନରେ ଯିବା ସହ  ଫୋନ୍ ରେ ଅପରେଟ କରୁଥିଲା । ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ଏକ ଟିମ୍ ପଶ୍ଚିମବଙ୍ଗ ଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

REPOLLING
38m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
42m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
45m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍