ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ
by Argus News
Thu, May 23 | 7:31 p.m.

ଭୁବନେଶ୍ୱର: ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ। ନବୀନ ବାବୁଙ୍କୁ ପାଣ୍ଡିଆନ କରି ରଖିଛନ୍ତି କ୍ୟାପଚର। ପାଣ୍ଡିଆନଙ୍କ ଖାପ୍‌ଚାରୁ କାଢ଼ି ନବୀନଙ୍କୁ ଜଣେ ବିଚାରପତିଙ୍କ ସହ କଥା ହେବାର ବ୍ୟବସ୍ଥା ପାଇଁ ପରାମର୍ଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ... କହିଲେ, T ଫର୍ ଟ୍ରାନ୍ସପରେନ୍ସି ନୁହେଁ ଓଡ଼ିଶାରେ T ଫର୍ ତାମିଲନାଡୁ ଶାସନ। 
ନବୀନ ବାବୁଙ୍କୁ ପାଣ୍ଡିଆନଙ୍କ ଖାପ୍‌ଚାରୁ କାଢି ଜଣେ ବିଚାରପତିଙ୍କ ସହ କଥା କରିବାର ବ୍ୟବସ୍ଥା କରାଯାଉ
ଜଣାପଡ଼ିବ ଜୋର ଜବରଦସ୍ତି ପାଣ୍ଡିଆନଙ୍କ ପାଖରେ ରଖାଯାଇଛି ନା ସ୍ବଇଚ୍ଛାରେ ରହିଛନ୍ତି ।

ପୁଣି ଥରେ ଏମିତି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କହଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକୁଟିଆ କାହା ସହ ମିଶି ପାରୁନାହାନ୍ତି । ଲୋକଙ୍କ ସହ କଥା ହୋଇପାରୁନାହାନ୍ତି ।  ଯଦି ବିଚାରପତି ନହେଲେ ବି ଗୋଟିଏ ଦିନର ଅଧଘଣ୍ଟା ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ଛାଡ଼ି ଦିଆଯାଉ । ବୁଝାପଡ଼ିଯିବ ନବୀନ ବାବୁଙ୍କ ମନରେ କଣ ଅଛି ।  ଓଡ଼ିଶାରେ 5-T ନୁହେଁ ଗୋଟିଏ T କାମକରୁଛି । ଏଠି ଟି ଫର ଟ୍ରାନ୍ସଫରେନ୍ସି ନୁହେଁ ଟି ଫର ତାମିଲନାଡୁ । ଓଡ଼ିଶାରେ ସରକାର ନାମରେ କିଛି ନାହିଁ ବୋଲି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା  

ଅଧିକ ପଢନ୍ତୁ ଭାରତ ଖବର

ତିହାର ଜେଲରୁ ମୁକୁଳି
ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ
ଅର୍ଗସ ବ୍ୟୁରୋ: ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତ
ଅନ୍ତର୍ଜାତୀୟ କ୍ରିକେଟର
ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ
ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ଦଳ ଟି-୨୦ ବିଶ୍ବକପ ୨୦୨୪ ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲର
ଲୋକସଭାରେ ରାହୁଲ
ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା: ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି । ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍