ମାଉସୀ ହେଲେ ଅନନ୍ୟା ପାଣ୍ଡେ
by Argus News
Mon, Jul 08 | 4:22 p.m.

ଅର୍ଗସ ବ୍ୟୁରୋ: ମାଉସୀ ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଅନନ୍ୟାଙ୍କ ଭଉଣୀ ଏକ ପୁଅକୁ ଜନ୍ମ ଦେଇଛନ୍ତି। ସେ ଭିଡିଓରେ ପ୍ରଶଂସକଙ୍କୁ ଶିଶୁପୁତ୍ରର ଚେହେରା ମଧ୍ୟ ଦେଖାଇଛନ୍ତି। କହିବାକୁ ଗଲେ ଅନନ୍ୟା ଏବେ ମାଉସୀ ହୋଇଗଲେ ଏବଂ ସେ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଆଲାନା ଏହି ଖବର ସେୟାର କରିବା ମାତ୍ରେ ତାଙ୍କ ଭଉଣୀ ତଥା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ସୋସିଆଲ ମିଡିଆରେ ମାଉସୀ ହେବାର ଖୁସି ବ୍ୟକ୍ତ କରିଥିଲେ। ଅନନ୍ୟା ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଏକ ସୁନ୍ଦର ପୁତୁରା।

ଏହି ସୂଚନା ପରଠାରୁ ପ୍ରଶଂସକମାନେ ତାଙ୍କୁ ମାଉସୀ ହୋଇଥିବାରୁ ଅଭିନନ୍ଦନ ଜଣୋେଇଛନ୍ତି। ଅନନ୍ୟାଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଗତ ବର୍ଷ ମାର୍ଚ୍ଚରେ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଆଲାନା ପାଣ୍ଡେ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଇଭୋର ମ୍ୟାକ୍ରେଙ୍କୁ ବିବାହ କରିଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

ବେଆଇନ୍ ମେଡିସିନ୍
46m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ