ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର
by Argus News
Tue, Jul 02 | 9:06 a.m.

ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର  ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେଇ ଶ୍ରଦ୍ଧାଳୁ ମାନେ ପୁରୀ ଯାଉଛନ୍ତି । ପାରମ୍ପରିକ କଳାକୃତି ପ୍ରଦର୍ଶନ, ସଙ୍କୀର୍ତ୍ତନ ମାଧ୍ୟମରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । 

ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଜ୍ଵରରେ ପୀଡ଼ିତ ହୋଇ ଧିରେ ଧିରେ ସୁସ୍ଥ ହେଉଛନ୍ତି ।  ମହାପ୍ରଭୁଙ୍କ ମାମୁଁ ଘର ନିଆଳି ପ୍ରାଚୀ କ୍ଷେତ୍ର ଆଜି ଉତ୍ସବ ମୁଖର । ମାମୁଁ ଭଣଜାର ଏ ହେଉଛି ଦିବ୍ୟ ଅନନ୍ୟ ପରମ୍ପରା । ଆମ୍ବ, ପଣସ, ସପୁରୀ, ସପୁରୀ, ପଦ୍ମଫୁଲ, ଚନ୍ଦନ, ତୁଳସୀ ପତ୍ର ଆଦି ବିଭିନ୍ନ ଦିବ୍ୟ ସାମଗ୍ରୀ ପୁରୀ ଶ୍ରୀ ମନ୍ଦିରକୁ ଯାଉଛି । 

ଆହୁରି ପଢନ୍ତୁ ଓଡିଶା ଖବର...

GAS CYLINDER BLAST
now
ଗ୍ୟାସ ସିଲିଣ୍ଡର ଫାଟି 3 ଆହତ
ନୟାଗଡ: ନୟାଗଡ଼ ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ । ଫଳରେ ବିସ୍ଫୋରଣରେ ପୋଡ଼ି ହୋଇ ଗୋଟିଏ ପରିବାରର 3 ଜଣ ଆହତ ହୋଇଛନ୍ତି । ଆହତଙ୍
ପ୍ରବଳ ବର୍ଷା
ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ଆସାମ ଓ ହିମାଚଳରେ ବର୍ଷା ବିତ୍ପାତ । ହିମାଳୟ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଭୂସ୍ପଳନ ଘଟିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଆସାମରେ ବର୍ଷା ଜନିତ ମୃତ୍ୟ
ହସ୍ପିଟାଲରେ ଭର୍ତ୍ତି
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି । ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଖରା