ବିକାଶ ଶ୍ରୋତରୁ ବାହାରେ ଉତୁର୍ଲା
by Argus News
Sat, Apr 06 | 7:47 p.m.

ଅର୍ଗସ ବ୍ୟୁରୋ:  ବିକାଶ ଶ୍ରୋତରୁ ବାହାରେ ଉତୁର୍ଲା। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ସରକାରଙ୍କ ସ ବୁ ଯୋଜନା ଅପହଞ୍ଚ। ନାହିଁନାହିଁ ମଧ୍ୟରେ ଜୀବନ କାଟୁଛନ୍ତି ଅଞ୍ଚଳବାସୀ। ତେବେ ସ ବୁଠୁ ଅଧିକ କଷ୍ଟ ଦେଉଛି ଜଳ ଯନ୍ତ୍ରଣା। ପାଣି ଏଠି ସମସ୍ୟା ନୁହେଁ ଚିନ୍ତାର କାରଣ। ବସୁଧା ଯୋଜନା ଏଠାରେ ପାଦ ପକାଇନି ।
ଗାଁଠୁ କିଛି ଦୂରରେ ଥିବା ଚୁଆ ଏମାନଙ୍କ ପାଇଁ ପାନୀୟ ଜଳର ମାଧ୍ୟମ। ଏହି ପାଣି ଦୂଷିତ ବୋଲି ଜାଣି ମଧ୍ୟ ବିକଳ୍ପ ନଥିବାରୁ ଏହି ପାଣି ପିଉଛନ୍ତି ଉତୁର୍ଲାବାସୀ।

ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବରଗାଁ ପଂଚାୟତର ଉତୁର୍ଲା ନୂଆଁପଡା I ଦୀର୍ଘ ବର୍ଷ ହେବ ଏଠାରେ 15 ପରିବାର ବସବାସ କରିଆସୁଛନ୍ତି I ଘଞ୍ଚଜଙ୍ଗଲ ମଧ୍ୟରେ ରହିଛି ଗାଁ I କିନ୍ତୁ ଗାଁରେ ଗମନା ଗମନା ପାଇଁ ଏଯାଏଁ କୌଣସି ବ୍ୟବସ୍ଥା ହୋଇନି। ଖାଲଖମା ଭରା ଜଙ୍ଗଲ ରାସ୍ତା ଦେଇ ଏଠି ଲୋକେ ଆତଯାତ କରୁଛନ୍ତି। ଖାଲି ସେତିକି ନୁହେଁ ଗ୍ରାମବାସୀଙ୍କ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟର କିଛି ବ୍ୟବସ୍ଥା ହୋଇନି। ଫଳରେ ଜୀବନ ବଞ୍ଚିବା ପାଇଁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାଜ୍ୟରେ ଲାଗୁ ହେବ
9m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର