ପୋଡା ଘା'ରେ ବରଫ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ!
by Argus News
Mon, Jun 24 | 10:35 a.m.

ଅର୍ଗସ ବ୍ୟୁରୋ: ପୋଡା ଘା'ରେ ପେଷ୍ଟ କି ବରଫ ଲଗାଉଛନ୍ତି କି ? ବଢିପାରେ ସଂକ୍ରମଣ। ବଦଳରେ ଲଗାନ୍ତୁ ଏହି ଜିନିଷ।

ସାଧାରଣତଃ ଲୋକେ ଯେତେବେଳେ ଶରୀରର କୌଣସି ସ୍ଥାନ ଜଳିଯାଏ ସେହି ଜାଗାରେ ବରଫ ନହେଲେ କୋଲଗେଟ ପେଷ୍ଟ ଲଗାଇଥାନ୍ତି । କାରଣ ଏହା ଦ୍ୱାରା ଜଳିବା କମିବା ସହିତ ଆରାମ ମିଳିଥାଏ । କିନ୍ତୁ ଆପଣ ଅଜ୍ଞାତରେ ଆପଣଙ୍କ ସମସ୍ୟା ବଢାଉଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ ପୋଡା ଘା'ରେ ବରଫ ଲଗାଇବା ଦ୍ୱାରା ସେହି ସ୍ଥାନରେ ବ୍ଲଡ଼ ସରକୁଲେସନ ରହିଯାଇଥାଏ। ଯାହାଦ୍ୱାରା ଘା ସୁଖିବାକୁ ସମୟ ଲାଗିବା ସହିତ ଇନଫେକ୍ସନ ବଢିବା ସମ୍ଭାବନା ଅଧିକ ଥାଏ ବରଂ ପୋଡା ଘାକୁ ଚଲା ପାଣିରେ ୧୫ ରୁ ୨୦ ମିନିଟ ରଖନ୍ତୁ ଯାହାଦ୍ୱାରା ଇନଫେକ୍ସନ କମ ହୋଇଥାଏ। ପରେ ସେହି ସ୍ଥାନରେ ଆଲୋବେରା ଜେଲ ଲଗାନ୍ତୁ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ