ସମ୍ବଲପୁରରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ
by Argus News
Thu, May 23 | 10:41 a.m.

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ନବୀନ ଓ ପାଣ୍ଡିଆନଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସିଧା ଟାର୍ଗେଟ । କହିଲେ ଓଡ଼ିଶାରେ ନବୀନ ବାବୁଙ୍କ କୌଣସି ପାୱାର ନାହିଁ । ପାଣ୍ଡିଆନଙ୍କ ଇସାରାରେ ନବୀନ ପରିଚାଳିତ । ବିନା ପାଣ୍ଡିଆନରେ ଗୋଟିଏ ପଦ କହିପାରିବେନି ନବୀନ। ସିଏମଙ୍କ ସବୁ  ନିଷ୍ପତ୍ତିରେ ହସ୍ତକ୍ଷପ କରୁଛନ୍ତି ପାଣ୍ଡିଆନ୍। 

ଏଠି ଟି ଫର ଟ୍ରାନ୍ସପରେନ୍ସି ନୁହେଁ ଟି ଫର ତାମିଲନାଡୁ। ଓଡିଶାରେ କେହି ମୁଖ୍ୟମନ୍ତ୍ରୀ ନାହାନ୍ତି । ପାଣ୍ଡିଆନ ନିଜେ ମୁଖ୍ୟମନ୍ତ୍ରୀ ଭଳି କାମ କରୁଛନ୍ତି। `ନବୀନ ଅସୁସ୍ଥ ସହ ନଜରବନ୍ଦୀ'ରେ ଅଛନ୍ତି ବୋଲି କହିଛନ୍ତି ହିମନ୍ତ।

ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର

ଆଜି ସମ୍ବଲପୁରରେ ପହଞ୍ଚିବା ପରେ ମା' ସମଲେଇଙ୍କ ଦର୍ଶନ କରିଛନ୍ତି  ହିମନ୍ତ ବିଶ୍ବଶର୍ମା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଆଉ କିଛି ସମୟ ପରେ ଦେବଗଡ ରୋଡ ସୋ'ରେ ହେବେ ସାମିଲ । ଏଥିସହ ବଡବିଲ, ଚୌଦ୍ବାର ଓ ବଡମ୍ବାରେ କରିବେ ନିର୍ବାଚନୀ ସଭା।


 

RAILWAY
4m ago
ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ 53ତମ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି ସହ ଫେକ୍ ଇନଭଏସ ଉପରେ ଲାଗିବ ଲଗାମ । କେନ୍ଦ୍
NTA
8m ago
ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ
ଅର୍ଗସ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଭିତରେ ଏନଟିଏର ଡିଜି ସୁବୋଧ ସିଂଙ୍କୁ ଦାୟିତ୍ବରୁ ହଟାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲାଙ୍କ
MOHAN
28m ago
ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଅର୍ଗସ ବ୍ୟୁରୋ: ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବ