ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଦେବାଲାଗି ଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ
by Argus News
Tue, Mar 19 | 9:05 a.m.

ଅର୍ଗସ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ।  ଅଲିଭ୍ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ କରାଯାଇଛି । ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା | ଅଭୟାରଣ୍ୟ କୂଳ ଠାରୁ ୫ କିମି ଭିତରକୁ ହୁକିଟୋଲା ପାଖରେ ଏହି ଟିମ୍ ପଇଁତରା ମାରୁଥିଲା। ଏହି ସମୟରେ ଏକାସାଙ୍ଗରେ ୧୭ଟି ଟ୍ରଲର୍ ପାଟ୍ରୋଲିଂ ଟିମ୍‌କୁ ଘେରି ଯାଇଥିଲେ ।

ଫରେଷ୍ଟର୍ ସେମାନଙ୍କୁ ବନ୍ଧୁକ ଦେଖାଇ ଗୁଳି ମାରିଦେବାକୁ ନିର୍ଦ୍ଦେଶ ଅଛି ବୋଲି କହିଥିଲେ। ଏହି ସମୟରେ ଦୁଇଟି ପାଟ୍ରୋଲିଂ ଟିମ୍ ଆସୁଥିବା ଦେଖି ମାଫିଆମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ୧୫ ବର୍ଷ ତଳେ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ବି ଯାଇଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଭାଗ୍ୟ ଚମକିବ
39m ago
ଜାଣନ୍ତୁ କେଉଁ ଆଙ୍ଗୁଠିରେ  କେଉଁ ଧାତୁ ମୁଦି ପିନ୍ଧିଲେ ଭାଗ୍ୟ ଚମକିବ
ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଙ୍ଗୁଠିରେ ରତ୍ନ ପିନ୍ଧିବା ଦ୍ୱାରା ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ। କିଛି ଲୋକଙ୍କୁ ରତ୍ନ ଏବଂ ଧାତୁ ରେ ଗଢ
HEALTH
47m ago
ସକାଳେ ଖାଲି ପେଟରେ ହଳଦୀ ଚା ପିଅନ୍ତୁ, ଓଜନ ବୃଦ୍ଧିକୁ ନିୟନ୍ତ୍ରଣରେ ରଖନ୍ତୁ
ଅର୍ଗସ ବ୍ୟୁରୋ: ସକାଳେ ଖାଲି ପେଟରେ ହଳଦୀ ଚା ପିଅନ୍ତୁ, ଓଜନ ବୃଦ୍ଧିକୁ ନିୟନ୍ତ୍ରଣରେ ରଖନ୍ତୁ ଖାଲି ସେତିକି ନୁହେଁ ଏହି ରୋଗଗୁଡିକ ମଧ୍ୟ ଦୂର ହୋଇଯିବ ।ହଳଦୀ ଓଷଧୀୟ ଗୁଣରେ ଭରପୂର
HOME
ତେବେ ଏହି ଟିପ୍ସ ଆପଣାନ୍ତୁ ...
ଅର୍ଗସ ବ୍ୟୁରୋ: ସମସ୍ତଙ୍କ ଘରେ ମଶା,ମାଛି, ଝିଟିପିଟି ରହିଥାନ୍ତି ।ଏମାନଙ୍କର ରହିବା ଦ୍ଵାରା ଘର ଅପରିଷ୍କାର ହୋଇଥାଏ । ତାହା ସହ ପିଲାମାନଙ୍କ ପ୍ରତି ମଧ୍ୟ ଅନେକ ବିପଦ ଥାଏ ।ମଶା,ମାଛି