ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୋକାନ ଜାଳିଦେଲେ ଦୁର୍ବୁତ୍ତ
by Argus News
Wed, Feb 21 | 2:37 p.m.

ଅର୍ଗସ ବ୍ୟୁରୋ : ପୂର୍ବ ଶତ୍ରୁତାରୁ କେବିନ ଜାଳିଦେଲେ ଦୁର୍ବୁତ୍ତ । ଏଭଳି ଏକ ଅଭିଯୋଗ ଆଣିଛନ୍ତି ଆଳି ଥାନା ଗଉଡ଼ପାଟଣା ଗ୍ରାମର କୁସୁମ ପରିଡା । କୁସୁମ ଆଳି ନୂଆ ବସଷ୍ଟାଣ୍ଡ ନିକଟରେ ଗତ ୪ ମାସ ପୂର୍ବେ ଏକ କେବିନ ପକାଇ ଭେରାଇଟି ଷ୍ଟୋର କରି ପରିବାର ଚଳାଉଥିଲେ । ଗତ ରାତି ପ୍ରାୟ ୮ ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାତି ପ୍ରାୟ ୨ ଟା ସମୟରେ ଦୋକାନ ଜଳୁଥିବା ନେଇ ଖବର ପାଇ ଆସି ଦୋକାନ ଜଳୁଥିବା ଦେଖିବାକୁ ପାଇଥିଲେ । ନିଆଁରେ କେବିନ ସହିତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଦୋକାନ ନିକଟରେ ଏକ ସାବଳ ପଡିଥିବାରୁ କେହି ଦୁର୍ବୁତ୍ତ ଏଭଳି କରିଥିବା ନେଇ ଆଳି ଥାନାରେ ଅଭିଯୋଗ କରିଛନ୍ତି କୁସୁମ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ