୫ ମାସ ପରେ ହେମନ୍ତ ସୋରେନଙ୍କୁ ଜାମିନ୍
by Argus News
Fri, Jun 28 | 12:25 p.m.

ଅର୍ଗସ ବ୍ୟୁରୋ : ୫ ମାସ ପରେ ହେମନ୍ତ ସୋରେନଙ୍କୁ ଜାମିନ୍ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ । ଜମି ଦୁର୍ନୀତି ମାମଲାରେ ଜାମିନ ଦେଲେ ଝାଡଖଣ୍ଡ ହାଇକୋର୍ଟ । ଗତ ୩୧ ଜାନୁଆରୀରେ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା ED  । ମେ ୩ ରେ ଝାଡଖଣ୍ଡ ହାଇକୋର୍ଟ ସୋରେନଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ଵରା  ଗିରଫ ହେବାର ଚ୍ୟାଲେଞ୍ଜ ଦେଇଥିବା ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଜାମିନ ନାମଞ୍ଜୁର କରିଥିଲେ।

ଅଧିକ ପଢନ୍ତୁ : ସୁପ୍ରିମକୋର୍ଟରେ ସୋରେନ...

ତେବେ କୋର୍ଟ ତାଙ୍କୁ ହେପାଜତଙ୍କ ଶେଷ ରୀତିନୀତିରେ ଯୋଗଦେବାକୁ ଅନୁମତି  ଦେଇଥିଲେ।ଜାନୁଆରୀରେ ଜମି ସ୍କାମ ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା। ପୂର୍ବରୁ ହେମନ୍ତ ସୋରେନ ତାଙ୍କ ମାମୁଁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ କୋର୍ଟରୁ ୧୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।

ARVIND KEJRIWAL
କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ
ଅର୍ଗସ ବ୍ୟୁରୋ: କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ । ଆସନ୍ତା 7 ଦିନ ମଧ୍ୟରେ ଜବାବ ରଖିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାପରେ 2
HEALTHY
କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି କି ? ଦିନକୁ ଦିନ ମୋଟା ହେଇଯାଉଛନ୍ତି କି ? ଅସୁନ୍ଦର ଦେଖାଯାଉଛନ୍ତି। ଜାଣନ୍ତୁ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ
ନିର୍ଦ୍ଦୟ ହୋଇଥିଲେ
ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହନତା
ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ ଯିବା କ