ଯେତେ ଖୋଳିଲେ ସେତେ ମିଳୁଛି, ଟଙ୍କାର ପାହାଡ଼ ବଢ଼ି ଚାଲିଛି
by Argus News
Sat, Dec 09 | 6:44 a.m.

ଅର୍ଗସ ବ୍ୟୁରୋ : ଯେତେ ଖୋଳିଲେ ସେତେ ମିଳୁଛି, ଟଙ୍କାର ପାହାଡ଼ ବଢ଼ି ଚାଲିଛି ।  ବଲାଙ୍ଗିରରୁ ପୁଣି ବିପୁଳ ଟଙ୍କା ଜବତ ହୋଇଛି । ସୁଦପଡ଼ାର ଅନ୍ୟତମ ମ୍ୟାନେଜର ବଣ୍ଟି ସାହୁ ଘରୁ ମିଳିଲା ୧୫ ପେଟି ଓ ୫ଟି ବଡ଼ ବ୍ୟାଗରେ ଭର୍ତ୍ତି ଟଙ୍କା । ଆନୁମାନିକ ୩୦ କୋଟି ଟଙ୍କା ଜବତ ହୋଇଛି । କଡ଼ା ସୁରକ୍ଷା ଭିତରେ ଟଙ୍କା ଆଣିଲା ଆୟକର ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଆଜି ଭୂବନେଶ୍ବର ସ୍ଥିତ ଆଇଟି ମୁଖ୍ୟ କାର୍ଯ୍ୟାଳୟରେ ମଦବେପାରୀ ସଂଞ୍ଜୟ ସାହୁ, ଦୀପକ ସାହୁ ଏବଂ ବଳଦେବ ଗ୍ରୁପ ଅଫ କମ୍ପାନୀର କର୍ମକର୍ତ୍ତା ହାଜର ହେବା ନେଇ ସୂଚନା ରହିଛି ।  ତିନି ଦିନ ହେଲା ଟଙ୍କା ପାହାଡ଼ର ଗୁମର ଖୋଲିବାରେ ଲାଗିଛନ୍ତି ଆଇଟି ଅଧିକାରୀ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ