ବାଲି ମାଫିଆଙ୍କୁ ପାନେ ଦେଲେ ଗ୍ରାମବାସୀ
by Argus News
Mon, Apr 08 | 2:45 p.m.

ଅର୍ଗସ ବ୍ୟୁରୋ : ପ୍ରଶାସନ ପାରିଲାନି ଗ୍ରାମବାସୀ କରି ଦେଖାଇଲେ । ଚୋରା ବାଲି ମାଫିଆଙ୍କୁ ପାନେ ଦେଲେ ଗ୍ରାମବାସୀ । ନୀଳଗିରି ଥାନା କାଠପାଳ ଗାଁ ମୁଣ୍ଡରେ  ସୋନ ନଦୀରୁ ବେଆଇନ ବାଲି ଲୁଟ ନେଇ ବିଭିନ୍ନ ସମୟରେ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ପରେ ବି ବାଲି ମାଫିଆଙ୍କ ମନମାନି ଚାଲୁଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଓ ବାରଣ ସତ୍ୱେ ବାଲି ମାଫିଆ ମାନେ ଗାଁ ମୁଣ୍ଡ ଖେଳ ପଡିଆକୁ ଖୋଳି ବାଲି ଲୁଟ କରୁଛନ୍ତି ମାଫିଆ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାଲି ଲୁଟ ଯୋଗୁଁ ସୋନ ନଦୀରେ ବନ୍ୟା ଆସିଲେ ଗାଁ ପ୍ରତି ବିପଦ ଥିବା ଆଶଙ୍କା  କରି ଆଜି ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଲୁଟ ହେଉଥିବା ବେଳେ ପ୍ରତିବାଦ କରଥିଲେ । ଗ୍ରାମବାସୀଙ୍କୁ ଦେଖି ବାଲି ମାଫିଆ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିଲେ । ଯଦି ବାଲି ଚୋରି ରୋକିବାରେ ପ୍ରଶାସନ ପଦକ୍ଷେପ ନ ନିଏ ବାଧ୍ୟ ହୋଇ ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021