ବରଗଡ଼ ଧନୁଯାତ୍ରା : ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି
by Argus News
Wed, Jan 17 | 8:44 a.m.

ବରଗଡ : ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ । ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି । ଯାତ୍ରାର ଦ୍ବିତୀୟ ଦିନରେ ହାତୀ ପିଠିରେ ବସି ନଗର ପରିକ୍ରମା କରିଥିଲେ ମହାରାଜ କଂଶ । କଂସଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ଜମିଥିଲା ଲୋକଙ୍କ ଭିଡ଼ । ରଙ୍ଗ ମହଲ ଉଦଘାଟନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତେବେ କାରାଗାରରେ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ।

ଅଧିକ ପଢନ୍ତୁ : ଦ୍ବିତୀୟ ଦିନରେ ନଗର ପରିକ୍ରମା କରିଛନ୍ତି ମଥୁରା ନରେଶ କଂସ ମହାରାଜ

ଏହାପରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିବା ଓ ଯୋଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାଙ୍କୁ ଆଣିବାର ଦୃଶ୍ୟ ଅଭିନିତ ହୋଇଥିଲା । ସେହିପରି ଆଜି ଗୋପପୁରରେ ଅନୁଷ୍ଠିତ ହେବ ନନ୍ଦୋତ୍ସବ ।

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6