ବରଗଡ଼ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ
by Argus News
Wed, Feb 21 | 8:00 a.m.

ଅର୍ଗସ ବ୍ୟୁରୋ: ବରଗଡ଼ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ। ସମ୍ବଲପୁରିଆଙ୍କୁ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଅପମାନିତ କରିଥିବା ଅଭିଯୋଗ ହୋଇଛି। ବିଜେପୁରରେ ଆୟୋଜିତ ସଭାରେ ସମ୍ବଲପୁରିଆ ଗୋଡ଼ ଟାଣନ୍ତି ବୋଲି କହିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ । ଯେଉଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି ପଛରୁ ସମ୍ବଲପୁରିଆ ଭଳି ତାଙ୍କର ଗୋଡ଼ ଟାଣୁଛନ୍ତି ବୋଲି କହିଥିଲେ ଦେବେଶ । 

ଏହାସହ ସଭାରେ ଖାଦ୍ୟଶସ୍ୟ ଉତ୍ପାଦନର ଭୁଲ ତଥ୍ୟ ଦେଇ ହଟହଟା ହେଇଛନ୍ତି ବିଧାୟକ । 2 ହଜାର ମସିହାରେ 50 ଲକ୍ଷ ମାଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦିତ ହେଉଥିଲା ଏବେ 1 ଲକ୍ଷ 30 ହଜାର ମାଟ୍ରିକ ଟନ ଉତ୍ପାଦନ ହେଉଥିବା କହିଥିଲେ ବିଧାୟକ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ