ବରଗଡ ସହରରେ ମୋବାଇଲ ଲୁଟେରାଙ୍କ ଆତଙ୍କ
by Argus News
Sat, Dec 09 | 7:31 a.m.

ଅର୍ଗସ ବ୍ୟୁରୋ : ଦିନ ଦୁଇ ପ୍ରହରରେ ଲୁଟ୍‌ କରି ପୋଲିସକୁ ଦେଉଥିଲେ ଖୋଲା ଚ୍ୟାଲେଞ୍ଜ ।  ଖୁଲମ୍‌ଖୁଲା ଆଖି ପିଛୁଳାକେ ଲୋକଙ୍କଠାରୁ ଛଡ଼େଇ ନେଉଥିଲେ ମୋବାଇଲ୍ । ବରଗଡ ସହର ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିଲେ ଲୁଟେରା । ଶେଷରେ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋବାଇଲ ଚୋରଙ୍କ ବେଳା ଖରାପ ପଡ଼ିଥିଲା, ମୋବାଇଲ ଲୁଟ ବେଳେ ସମସ୍ତ ଦୃଶ୍ୟ କଏଦ ହେଲା ସିସିଟିଭିରେ । ସେଇ ତଥ୍ୟ ଆଧାରରେ ପୁଲିସ ମୋବାଇଲ ଲୁଟେରା ଗ୍ୟାଙ୍କ ପାଖରେ ପହଞ୍ଚି ଥିଲା । ମୋବାଇଲ ଲୁଟ ଅଭିଯୋଗରେ ଜଣଙ୍କ ପରେ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା ପୋଲିସ । ପରେ ତଥ୍ୟ ଆଧାରରେ ପାଞ୍ଚ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ