କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ 
by Argus News
Sat, Jul 27 | 2:26 p.m.

ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ । ରାସ୍ତାରୁ ଚେନ ଝାମ୍ପୁଥିଲେ, ବାଇକରେ ଫେରାର ହୋଇଯାଇଉଥିଲେ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇ ଯାଉଛନ୍ତି । ଯେଉଁ ସହରକୁ ଆସିବେ ସେଠି ଆଗ ଏକ ବାଇକ୍ ଚୋରି କରିବେ। ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ ।

ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାରକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶଲ ସ୍କ୍ୱାର୍ଡ । ଯାହା ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ୍ ଜବତ କରିଛି ପୋଲିସ । ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଂଚଳର ଆକାଶ ସାମଲ o ବିଡାନାସୀ ଅଂଚଳର ସିତଲ ବେହେରାକୁ  ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାମରେ କଟକ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୧୪ ରୁ ଅଧିକ ମାମଲା ରହିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଯମୁନା ନଦୀ
30m ago
ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ
ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି
OSSSC
55m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
55m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍