ପିଲାଙ୍କୁ ଚକୋଲେଟ ଦେବା ପୂର୍ବରୁ ସାବଧାନ ହୁଅନ୍ତୁ
by Argus News
Sat, Apr 20 | 8:54 p.m.

ଅର୍ଗସ ବ୍ୟୁରୋ: ପଞ୍ଜାବର ଚକୋଲେଟସ ଖାଇବା ଦ୍ବାରା ଏକ ଦେଢ଼ ବର୍ଷର ଶିଶୁ ରକ୍ତବାନ୍ତି କରିଥିଲା। ଶିଶୁଟି ଘର ଲୁଧିଆନାରେ ହୋଇଥିବାବେଳେ ତା' ପାଇଁ ଚକୋଲେଟ ସେହି ପଟିଆଲା ସହରରୁ କିଣାଯାଇଥିଲା। ଯେଉଁଠି କିଛିଦିନ ତଳେ କେକ ଖାଇ ଜନ୍ମଦିନରେ ଏକ ବାଳିକାର ମୃତ୍ୟୁ ହୋଇଥିଲା।

ଏହାପରେ ଉକ୍ତ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଯାଞ୍ଚ ଅଧିକାରୀ ତୁରନ୍ତ ସେହି ଦୋକାନରେ ପହଞ୍ଚିଥିଲେ। ଯେଉଁଠାରୁ ଏହି ଚକୋଲେଟ କିଣାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି କି ଶିଶୁ ଖାଇଥିବା ଚକୋଲେଟର ଏକ୍ସପାୟାର ଡେଟ ଚାଲିଯାଇଥିଲା। 

ମିଳିଥିବା ସୂଚନାରୁ ଜଣାପଡ଼ିଛି ଶିଶୁ ପଟିଆଲାରୁ ନିଜ ଘରକୁ ଫେରୁଥିବାବଳେ ତାକୁ ଉପହାର ଆକାରରେ ଚକୋଲେଟ, କୁରକୁରେ, ଜୁସ ଇତ୍ୟାଦି ଦିଆଯାଇଥିଲା। ଏଥିମଧ୍ୟରୁ ସେ ଚକୋଲେଟକୁ ଖାଇବାପରେ ତା'ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା