ଅର୍ଗସ ବ୍ୟୁରୋ: ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା । ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ । ମାମଲାରେ 14 ଜଣ ଗିରଫ ହୋଇ ଜେଲ୍ରେ ଅଛନ୍ତି । 14 ଜଣଙ୍କ ଜାମିନ ଆବଦନ ଶୁଣାଣି ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ସ୍ଥଗିତ। ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚକୁ ସବିଶେଷ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ 14 ଜଣଙ୍କ ଜାମିନ ଆବେଦନ ତଳ କୋର୍ଟରେ ଖାରଜ ହୋଇଛି ।