ଭାଲୁ ଛାଲ ଜବତ, ଦୁଇ ଜଣ ଗିରଫ 
by Argus News
Wed, Feb 21 | 2:25 p.m.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଭାଲୁ ଛାଲ ଘରେ ରଖିଥିବା ଖବର ପାଇ  ଧରିବାରେ ସଫଳ ହୋଇଛି ବନ ବିଭାଗ ର ଟିମ୍ । ସୂଚନାନୁସାରେ ରାଇଘର ବ୍ଲକ ଅନ୍ତର୍ଗତ ଚିଙ୍ଗୁଡି ଭଟା ଗ୍ରାମ ଖରକା ସେକ୍ସନ ର ଶୁକ ଦେବ ଗଣ୍ଡ ଓ ରଇନୁ ଗଣ୍ଡ ନାମକ ଦୁଇଜଣ ବ୍ୟକ୍ତି ନିଜ ଘରେ ରଖିଥିଲେ ଏକ ଭାଲୁ ଛାଲ।

ବନ ବିଭାଗର ୬ ଜଣିଆ ଟିମ ସୁକଦେଵ ଓ ରଇନୁ କୁ ଦେବସ୍ମିତା ସାହୁ(ରେଞ୍ଜର) ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚିଙ୍ଗୁଡ଼ି ଭଟ୍ଟା ଗ୍ରାମର ସୁକଦେଵ ଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଭାଲୁ ଛାଲ ସହିତ ସୁକଦେଵ ଗଣ୍ଡ ଓ ରାଇନୁ ଗଣ୍ଡଙ୍କୁ ମଧ୍ୟ ଗିରଫ କରିଛି ବନ ବିଭାଗ। ଧାରା ୧୯୭୨ ଅନୁସାରେ ବେଆଇନ ଭାବେ ଭାଲୁ ଛାଲ ଓ ପଞ୍ଝା ଘରେ ରଖିଥିବା ଯୋଗୁଁ ଅଭିଯୁକ୍ତ ସୁକଦେଵ ଗଣ୍ଡ ଓ ରାଇନୁ ଗଣ୍ଡ ଙ୍କୁ ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ