ଭଦ୍ରକ ହିଂସା ଘଟଣା:ଆଜି ଭଦ୍ରକ ଯିବେ ପୋଲିସ ଡିଜି,ସ୍ଥିତି କରିବେ ଅନୁଧ୍ୟାନ
by Argus News
Tue, Oct 01 | 9:52 a.m.

ଅର୍ଗସ ବ୍ୟୁରୋ:ଆଜି ଭଦ୍ରକ ଗସ୍ତରେ ଯିବେ ପୋଲିସ ଡିଜି ୱାଇ ବି ଖୁରାନିଆ,ଭଦ୍ରକ ଏବଂ ଧାମନଗରର ସ୍ଥିତି କରିବେ ଅନୁଧ୍ୟାନ। ଭଦ୍ରକ ହିଂସା ଘଟଣାରେ ଆକ୍ସନ ମୋଡରେ ପୋଲିସ।୨୭ରେ ପହଞ୍ଚିଲାଣି ଗିରଫ ସଂଖ୍ୟା।ପୁରୁଣା ବଜାର ଥାନା ଅଞ୍ଚଳରୁ ୧୦ ଓ ଧାମନଗରରୁ ୧୭ ଜଣଙ୍କୁ ବାନ୍ଧିଛି ପୋଲିସ,ଏ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଲାଗିଛି।ମୁଖ୍ୟ ଅଭିଯୁକ୍ତ ଫିର୍ଦ୍ଦୋସକୁ ଧରିବା ପାଇଁ ମୋବାଇଲ ଟ୍ରାକିଂ ସହ ଘନ ଘନ ଚଢ଼ାଉ ଜାରି ରଖିଛି ଜିଲ୍ଲା ପ୍ରଶାସନ
 

AMERICA
3m ago
ଇସ୍ରାଏଲକୁ ସାହାଯ୍ୟ କରିବ ଆମେରିକା ! ଚିନ୍ତାରେ ବିଶ୍ଵ ସମୂହ
ଅର୍ଗସ ବ୍ୟୁରୋ: ମଧ୍ୟ ପ୍ରାଚ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ଆମେରିକା ମଧ୍ୟ ଇସ୍ରାଏଲକୁ ଖୋଲା ସମର୍ଥନ ଦେବା ସହି
CHILIKA
7m ago
ଶୁଖିଗଲାଣି ଚିଲିକା : ଚିନ୍ତାରେ ମତ୍ସଜୀବୀ
ଅର୍ଗସ ବ୍ୟୁରୋ: ଚିଲିକା । ନାଁ ଶୁଣିବା ମାତ୍ରେ ମନରେ ଛନକା ପଶେ । ପିଲାବେଳୁ ଆମେ ସମସ୍ତେ ପଢିଛନ୍ତି କି ଅକାତ ପାଣି ସେ ଗଣ୍ଡରେ କାଳିଯାଈ ତା ନାଁ । ହେଲେ ସମୟକ୍ରମେ ବଦଳିଯାଇଛ
PM MODI
9m ago
ଯୁଦ୍ଧ : ଇସ୍ରାଏଲ ପିଏମଙ୍କୁ ଫୋନ୍‌ କଲେ ମୋଦି, କହିଲେ...
ଅର୍ଗସ ବ୍ୟୁରୋ : ଆକ୍ରମଣାତ୍ମକ ଇସ୍ରାଏଲ । ଆକାଶ ମାର୍ଗରୁ ଘନଘନ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି । ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଥରହର ଲେବାନନ୍‌ ।