ବିଜେପିକୁ ଫେରିଲେ ବିମ୍ବାଧର କଅଁର
by Argus News
Mon, Apr 22 | 3:10 p.m.

ଅର୍ଗସ ବ୍ୟୁରୋ : ବିଜେପି ଫେରିଲେ ବିମ୍ବାଧର କଅଁର । ପୂର୍ବତନ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପଶ୍ଚିମ ଓଡ଼ିଶାର ପରିଚିତ ନେତା ବିମ୍ବାଧର କଅଁର । ୨୦୧୪ରେ ବିଜେପି ଛାଡି ବିଜେଡିରେ ମିଶିଥିଲେ ବିମ୍ବାଧର । ହେଲେ ଆଜି ପୁଣି ପୁରୁଣା ଦଳ ବିଜେପିକୁ ଫେରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ତାଙ୍କ ଘର ବାହୁଡା ହୋଇଛି ।  ଦଳକୁ ଫେରିବା ବେଳେ ବିଜେଡି ଉପରେ ବର୍ଷିଛନ୍ତି ବିମ୍ବାଧର । ବିଜେଡି ଫଣ୍ଡ ମ୍ୟାନେଜ ମେଣ୍ଟ ଓ ଖଣି ଚାନ୍ଦାର ଗୁମର ଖୋଲିଛନ୍ତି ବିମ୍ବାଧର । ତାଙ୍କ ସହ ସମ୍ବଲପୁରର ମହିଳା ନେତ୍ରୀ ନିବେଦିତା ନାୟକ ଏବଂ ଯୁବ ନେତା ସରୋଜ ଭୂୟାଁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

WHOLE
12m ago
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପା
LIQUOR SEIZED
25m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
56m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ