ପୁରୀରେ ବେଧଡକ ଚାଲିଛି ପକ୍ଷୀ ଶିକାର
by Argus News
Wed, Nov 08 | 11:06 a.m.

ପୁରୀ:  ପୁରୀରେ ବେଧଡକ ପକ୍ଷୀ ଶିକାର ଦେଖିବାକୁ ମିଳିଛି । ଖାଦ୍ୟରେ ବିଷ ଦେଇ ଶହ ଶହ ପକ୍ଷୀ ମାରୁଛନ୍ତି ପକ୍ଷୀ ଶିକାରୀ । ବିଷ ଓ ଫାସ ବସାଇ ବିଦେଶୀ ପକ୍ଷୀ ଶିକାର ହେଉଥିବା ନେଇ ସୂଚନା ରହିଛି । ଅର୍ଗସ କ୍ୟାମେରାରେ ପକ୍ଷୀ ଶିକାରର ଏକ୍ସକ୍ଲୁଜିଭ୍ ଭିଜୁଆଲ ଦେଖିବାକୁ ମିଳିଛି । ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳର ଘଟକୁଦି, ଚାଇଗେଣିଆ ମୌଜା ଗୁଡିକର ଧାନକ୍ଷେତରେ ଖାଦ୍ୟରେ ବିଷ ଦେଇ ପକ୍ଷୀ ଶିକାର କରୁଛନ୍ତି ଶିକାରୀ । ଗୋଟା ପିଛା ୨୦୦ ଟଙ୍କାରେ ବିକ୍ରୀ କରୁଛନ୍ତି ।  ମାଇଲ୍ ମାଇଲ୍ ବାଟ ଆକାଶରେ ଉଡି ଆସି ପହଁଞ୍ଚିଥିବା ପକ୍ଷୀଙ୍କୁ ଅବାଧ ଶିକାର କରାଯାଉଛି । ସେପଟେ ସବୁ ଜାଣି ବି ଚୁପ୍ ବସିଛି  ବ୍ରହ୍ମଗିରି ବନବିଭାଗ।
 

ବଳି ପଡୁଛନ୍ତି ବିଦେଶୀ ପକ୍ଷୀ

ମୁଖ୍ୟମନ୍ତ୍ରୀ
6m ago
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାର
ଅବଢା
14m ago
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
22m ago
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ