ଅଙ୍ଗଦାନ କରି  ଦୁଇ ଜଣଙ୍କ ଜୀବନ ବଞ୍ଚାଇଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ  
by Argus News
Tue, Jul 16 | 12:26 p.m.

ଜଗତସିଂହପୁର: ମୃତ୍ୟୁ ପରେ ନିଜର ଅଙ୍ଗଦାନ କଲେ ବରିଷ୍ଠ ସମାଜ ସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ଗ୍ରାମର ବରିଷ୍ଠ ସମାଜ ସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ ଙ୍କ ମୃତ୍ୟୁ ପରେ ସପରିବାର ନିଷ୍ପତି କ୍ରମେ ତାଙ୍କର ଦୁଇଟି କୀଡନୀ କୁ ଦୁଇଜଣ ଙ୍କୁ ଦାନ କରାଯାଇଥିଲା। ଗୋଟିଏ ଏସିବି ଏବଂ ଏମ୍ସ ରେ ଥିବା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ଦେହରେ ସଫଳତା ସହ ପ୍ରତିରୋପଣ କରାଯାଇଛି। ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିଥିବାରୁ ସମସ୍ତ ପରିବାରକୁ ସାରା ଓଡିଶାର ଜନସାଧାରଣ ଧନ୍ୟବାଦ ଜଣାଇବା ସହ  ମୃତ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ ଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।  

ସୂଚନାମୁତାମକ, ଏକ ଭୋଜିଖାଇ  ରଘୁନାଥପୁର ଓଡାପଡା ପାଖରେ ଘରକୁ ଫେରୁଥିବା ବେଳେ ଏକ କାର ଦୁର୍ଘଟଣା ର ଶିକାର ହୋଇଥିଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ପରିବାର ପକ୍ଷରୁ  କଟକ ଏସିବି ରେ ଭର୍ତି କରାଯାଇଥିଲା। ଡାକ୍ତଙ୍କ ଅନେକ ଚେଷ୍ଟା ପରେ  ବୀରେନ୍ଦ୍ର ଙ୍କ ବ୍ରେନ ଡେଡ ହୋଇଯାଇଥିଲା। ତେବେ ଏସିବି ର ବରିଷ୍ଠ ଅଧିକାରୀ ଏବଂ ପରିବାର ର ସମସ୍ତ ସଦସ୍ୟ  ମୃତୁ ପୂର୍ବରୁ ବୀରେନ୍ଦ୍ର ଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତି ହୋଇଥିଲା।  ତେବେ ତାଙ୍କର ମୃତୁରେ ରଘୁନାଥପୁର ବ୍ଲକ ରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢନ୍ତୁ ଓଡିଶା ଖବର 
 

ମାଓ ପ୍ରବଣ ଅଞ୍ଚଳରେ
18m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ