ହତ୍ୟା ଓ ଲୁଟ୍ ମାମଲାରେ ଗିରଫ ହେଲେ ବିଜେଡ଼ି ନେତା
by Argus News
Wed, Feb 21 | 8:21 p.m.

ଅର୍ଗସ ବ୍ୟୁରୋ : ଗିରଫ ହେଲେ ବିଜେଡ଼ି ନେତା । ଗଜପତି ଜିଲ୍ଲାର ବିଜୁ ଛାତ୍ର ଜନତା ଦଳ ଉପସଭାପତିଙ୍କୁ ହତ୍ୟା ଓ ଲୁଟ୍ ମାମଲାରେ ଗିରଫ କରିଛି ପୋଲିସ । ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜୀନି ପଟ୍ଟନାୟକଙ୍କୁ ହତ୍ୟା ଏବଂ ଲୁଟ୍ ମାମଲାରେ ପୋଲିସକୁ ମିଳିଛି ସଫଳତା । ଏହି ଘଟଣାରେ ସଂପୃକ୍ତ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି କରଣ ସାହିର ଅମିତ ପଟ୍ଟନାୟକ, ପ୍ରତୀକ ପଟ୍ଟନାୟକ ଏବଂ କାଶୀନଗର ଥାନା କୋଲାଗାଁର ଦାଉଦ ଜେନା । ଏହି ଘଟଣାର ମାଷ୍ଟର ମାଇଣ୍ଡ ଜିଲାର ବିଜୁ ଛାତ୍ର ଜନତା ଦଳ ଉପସଭାପତି ଅମିତ ପଟନାୟକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ପୋଲିସ୍ ୪ଟି ମୋବାଇଲ୍, ଲୁଟ ହୋଇଥିବା ସୁନା ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ । ପୋଲିସକୁ ଚକମା ଦେବା ପାଇଁ ପୁରା ଯୋଜନା ପ୍ରସ୍ତୁତ କରିଥିଲେ ବିଜେଡ଼ି ନେତା ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ