ବଢୁଛି ଟିକେଟ୍ କଳି : ସମର୍ଥକଙ୍କ ସହ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଅନନ୍ତ ନାରାୟଣ ଜେନା
by Argus News
Wed, Apr 03 | 3:21 p.m.

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ୩ ଆସନ ପାଇଁ ବିଜେଡିରେ କେଁ । ମଧ୍ୟରେ ବୁନୁ-ବାଇଁଆ ଅଡୁଆ, ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ଶକ୍ତି ପ୍ରଦର୍ଶନ କରୁଛନ୍ତି ଅନନ୍ତ ନାରାୟଣ ଜେନା । ଏକାମ୍ରରେ ଅଶୋକ-ଲିଟୁ ଦ୍ବନ୍ଦ୍ବ, ଉତ୍ତରରେ ଶ୍ରୀମୟୀ ଓ ଶୁସାନ୍ତଙ୍କୁ ନେଇ ସସପେନ୍ସ । ସେପଟେ ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ଏହାରି ଭିତରେ ସମର୍ଥକଙ୍କୁ ନେଇ ଅନନ୍ତ ଜେନା ନବୀନ ନିବାସରେ ପହଞ୍ଚିଛନ୍ତି ଆଉ ଶକ୍ତି ପ୍ରଦର୍ଶନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ବିଜେପି ଭୁବନେଶ୍ୱର ମଧ୍ୟ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ଆସନରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ଜଗନ୍ନାଥ ପ୍ରଧାନ । ଅନ୍ୟପଟେ କିନ୍ତୁ ଗୋଷ୍ଠୀ କନ୍ଦଳ କାରଣରୁ ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି । ଆଉ ଶେଷ ମୁହୂର୍ତ୍ତରେ ଟିକେଟ୍ ଲବି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡ଼ି ନେତା ।

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021