ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
by Argus News
Tue, Apr 02 | 12:04 p.m.

ଅର୍ଗସ ବ୍ୟୁରୋ: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି।

 

ପଦ୍ମପୁର - ଶ୍ରୀ ଗୋବର୍ଦ୍ଧନ ଭୋଇ
ବିଜେପୁର-ଶ୍ରୀ ସନ୍ନତ କୁମାର ଗତିଆ
ବରଗଡ଼- ଅଶ୍ଵନୀ କୁମାର ଷଡଙ୍ଗୀ
ଅତାବିରା-ନିହାର ରଞ୍ଜନ ମହାନନ୍ଦ
ବ୍ରଜରାଜନଗର- ସୁରେଶ ପୂଜାରୀ
ଝାରସୁଗୁଡ଼ା-ଟଙ୍କଧର ତ୍ରିପାଠୀ
ତାଳସରା- ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବିରମିତ୍ରପୁର- ଶ୍ରୀଶଙ୍କର ଓରାମ
ରଘୁନାଥପାଲି- ଦୁର୍ଗାଚରଣ ଟାଣ୍ଟି
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
କୁଚିଣ୍ଡା- ରବିନାରାୟଣ ନାୟକ
ରେଙ୍ଗାଲି- ନାଉରୀ ନାଏକ
ସମ୍ବଲପୁର-ଜୟନାରାୟଣ ମିଶ୍ର
ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଦଡ- ସୁବାସ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ କୁମାର ସେଠୀ
କେନ୍ଦୁଝର- ମୋହନଚରଣ ମାଝି
ଯଶୀପୁର- ଗଣେଶ ରାମସିଂ ଖୁଣ୍ଟିଆ
ଉଦଳା-ଭାସ୍କର ମଢେଇ
ବଡସାହି- ସନାତନ ବିଜୁଳି
........................
ବାରିପଦା- ପ୍ରକାଶ ସୁରେନ
ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ଵର- ବ୍ରଜ ପ୍ରଧାନ
ବାଲେଶ୍ଵର-ମାନସ କୁମାର ଦତ୍ତ
ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ
ସୋର-ରାଜେନ୍ଦ୍ର ଦାସ
ସିମୁଳିଆ-ପଦ୍ମଲୋଚନ ପଣ୍ଡା
ଭଦ୍ରକ-ସୀତାଶୁଂ ଶେଖର ମହାପାତ୍ର
ଧାମନଗର-ସୂର୍ଯ୍ୟବଂଶୀ ସୁରଜ
ଚାନ୍ଦବାଲି-ମନମୋହନ ସାମଲ
ବିଞ୍ଝାରପୁର-ବବିତା ମଲ୍ଲିକ
ବଡଚଣା-ଅମର କୁମାର ନାୟକ
ଧର୍ମଶାଳା-ସ୍ମୃତିରେଖା ପାହି
ଯାଜପୁର-ଗୌତମ ରାୟ
କୋରେଇ-ଆକାଶ ଦାସନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
..............................
ଢେଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର-ଶତ୍ରୁଘ୍ନ ଜେନା
ପରଜଙ୍ଗ-ବିଭୁତି ଭୂଷଣ ପ୍ରଧାନ
ପାଲଲହଡା-ଅଶୋକ ମହାନ୍ତି
ତାଳଚେର-କାଳନ୍ଦି ଚରଣ ସାମଲ
ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା- ଅଗସ୍ତି ବେହେରା
ଆଠମଲ୍ଲିକ-ସଂଜବୀ ସାହୁ
ବିରମହାରାଜପୁର-ରଘୁନାଥ ଜଗଦଳା
ସୋନପୁର-ପ୍ରମୋଦ ମହାପାତ୍ର
ଲୋଇସିଂହା- ମୁକେଶ ମହାଲିଙ୍ଗ
ପାଟଣାଗଡ-କନକବନର୍ଦ୍ଧନ ସିଂହଦେଓ
ବଲାଙ୍ଗିର-ଗୋପାଳ ଜୀ ପାଣିଗ୍ରାହୀ
ଟିଟିଲାଗଡ- ନବୀନ ଜେନ
କଣ୍ଟାବାଞ୍ଜି-ଲକ୍ଷ୍ଣଣ ବାଗ
ନୂଆପଡା-ଅଭିନନ୍ଦନ କୁମାର ପଣ୍ଡା
.........................
ଖଡିଆଳ-ହିତେଶ କୁମାର ବଗର୍ତ୍ତି
ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର-ଗୌରୀଶଙ୍କର ମାଝି
ଲାଂଜିଗଡ-ରମେଶ ଚନ୍ଦ୍ର ମାଝି
ଜୁନାଗଡ-ମନୋଜ କୁମାର ମେହେର
ଧର୍ମଗଡ-ସୁଧୀର ପାଟ୍ଟଜୋଶୀ
ଭବାନୀପାଟଣା- ପ୍ରଦୀପ୍ତ କୁମାର ନାୟକ
ନର୍ଲା-ଅନିରୁଦ୍ଧ ପ୍ରଧାନ
ବାଲିଗୁଡା-କଳ୍ପନା କୁମାର କନହର
ଜି.ଉଦୟଗିରି-ମନଗୋବିନ୍ଦ ପ୍ରଧାନ
ଫୁଲବାଣୀ-ଉମାଚରଣ ମଲ୍ଲିକ
କଣ୍ଟାମାଳ- କହ୍ନେଇଚରଣ ଡଙ୍ଗା
ବୌଦ୍ଧ- ସରୋଜ ପ୍ରଧାନ
ବଡମ୍ବା- ସମ୍ବିତ ତ୍ରିପାଠୀ 
ବାଙ୍କି- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ-ଅଭୟ କୁମାର ବାରିକ
ଚୌଦ୍ଵାର-କଟକ- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ
କଟକ-ସଦର- ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା- ସୁମନ୍ତ କୁମାର ଘଡେଇ
ପାଟକୁରା- ତେଜେଶ୍ଵର ପରିଡା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡା- ଦୁର୍ଗାପ୍ରସନ୍ନ ନାୟକ
ପାରାଦ୍ଵୀପ- ସମ୍ପଦ କୁମାର ସ୍ଵାଇଁ
ତିର୍ତ୍ତୋଲ-ରାଜକିଶୋର ବେହେରା
ନିମାପଡା- ପ୍ରଭାତୀ ପରିଡା
ପୁରୀ- ଜୟନ୍ତ କୁମାର ଷଡଙ୍ଗୀ
ବ୍ରହ୍ମଗିରି- ଉପାସନା ମହାପାତ୍ର
ସତ୍ୟବାଦୀ- ଓମ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ- ଅରବିନ୍ଦ ଢାଲି
ଭୁବନେଶ୍ଵର ମଧ୍ୟ- ଶ୍ରୀଜଗନ୍ନାଥ ପ୍ରଧାନ
ଭୁବନେଶ୍ଵର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ଵର- ବାବୁ ସିଂ
ଜଟଣୀ- ବିଶ୍ଵରଂଜନ ବଡଜେନା
ଚିଲିକା- ପୃଥ୍ଵୀରାଜ ହରିଚନ୍ଦନ
ରଣପୁର-ତାପସ ରଂଜନ ମାର୍ଥ
ଖଣ୍ଡପଡା- ଦୁଷ୍ମନ୍ତ ସ୍ଵାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ- ପ୍ରତ୍ୟୁଷା ରାଜେଶ୍ଵରୀ ସିଂ
ଭଂଜନଗର- ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା- ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
ଆସ୍କା- ସରୋଜ କୁମାର ପାଢି
ସୋରଡା- ନୀଳମଣି ବିଷୋଇ
ହିଞ୍ଜିଳି-ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଭୂଷଣ ଜେନା
ବ୍ରହ୍ମପୁର-କେ. ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଂଜନ ଦୟାନ ସାମନ୍ତରାୟ
ପାରଳାଖେମୁଣ୍ଡି-କେ ନାରାୟଣ ରାଓ
ଗୁଣପୁର- ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟାଙ୍ଗି- ଚୈତନ୍ୟ ହନ୍ତଲ
ମାଲକାନଗିରି- ନରସିଂହ ମାଡକାମୀ

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ