ଭୁବନ ଗସ୍ତରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର
by Argus News
Wed, Feb 21 | 1:42 p.m.

ଅର୍ଗସ ବ୍ୟୁରୋ: ଭୁବନ ଗସ୍ତରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଗସ୍ତ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋଲକ । ସେ କହିଛନ୍ତି, ରାଜ୍ୟ ସରକାର କପି ପେଷ୍ଟ ସରକାର ଚାଲିଛି । କେନ୍ଦ୍ର ଯୋଜନାରେ ଲୋକମାନଙ୍କୁ ଚାଉଳ ଦେଉଥିବା ସାଧାରଣ ଲୋକ ଜାଣି ସାରିଛନ୍ତି । ଫଳରେ ରାଜ୍ୟ ସରକାର ବର୍ତ୍ତମାନ ଖାଲି ବ୍ୟାଗ ବାଣ୍ଟୁଛି ।

ଲୋକଙ୍କୁ ଲୋଭ ଦେଖାଇ ଏଭଳି କହୁଛନ୍ତି ରାଜ୍ୟ ସରକାର। ଆଉ କିଛି ଦିନ ପରେ ନିର୍ବାଚନ। ଏହାକୁ ଆଖିରେ ରଖି ବିଜେଡି ତାର ଚାଲ ଜାରି ରହିଛି। ହେଲେ ଲୋକ ସତର୍କ ହେଲେଣି, ଏଥର ନିର୍ବାଚନରେ ଏହାର ଜବାବ ନିଶ୍ଚୟ ଦେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ