ମୌଳିକ ସୁବିଧାରୁ ବଞ୍ଚିତ ଲୋକେ, ବିଜେପିର ଲଇକେରା ବ୍ଲକରେ ଆନ୍ଦୋଳନ
by Argus News
Wed, Nov 15 | 3:02 p.m.

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ଲଇକେରା ବ୍ଲକରେ ରାସ୍ତା ସମସ୍ୟା, ଶିକ୍ଷା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ହେଉ କିମ୍ବା ପାଣି ସମସ୍ୟା ହେଉ ରାଜ୍ୟରେ ୨୫ ବର୍ଷ ଶାସନ କରିବା ପରେ ମଧ୍ୟ ଏବେ ବି ଲୋକେ ସବୁକ୍ଷେତ୍ରରେ ଅନେକ ଅସୁବିଧା ଭୋଗୁଛନ୍ତି । ଅନେକ ହିତାଧିକାରୀ ଏବେ ବି ସରକାରୀ ଯୋଜନା ଲାଭ ପାଇବାରୁ ବଞ୍ଚିତ ହୋଇ ଅଛନ୍ତି । ଏନେଇ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପୀ ଜନ ଆକ୍ରୋଶ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଉଛି।

ସେହିଭଳି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତିଙ୍କ ଆହ୍ଵାନ କ୍ରମେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ସୁନୀଲ ପଣ୍ଡା , ବିଜେପି କର୍ମୀଙ୍କ ନେତୃତ୍ୱରେ ଜିଲ୍ଲାର ଲଇକେରା ବ୍ଲକରେ ଆନ୍ଦୋଳନ କରାଯାଉଛି । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠି, ଜିଲ୍ଲା ସଭାପତି ସୁନୀଲ ପଣ୍ଡା , ବିଜେପି କର୍ମୀଙ୍କ ନେତୃତ୍ୱରେ ଜିଲ୍ଲାର ଲଇକେରା ବ୍ଲକରେ ଆନ୍ଦୋଳନ କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାଜ୍ୟରେ ଲାଗୁ ହେବ
8m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର