ସମ୍ୱଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କଲେ ବିଜେପି କର୍ମୀ
by Argus News
Fri, Aug 16 | 1:26 p.m.

ଅର୍ଗସ ବ୍ୟୁରୋ:  ସମ୍ବଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ 32 ଜଣଙ୍କୁ କାବୁ କଲେ ବିଜେପି କର୍ମୀ। ଏମାନେ ସମ୍ବଲପୁରର ବରେଇପାଲି ଅଂଚଳରେ ଏକ ଫ୍ଲାଟରେ ଲୁଚି ରହି କାମ କରୁଥିଲେ। ବିଜେପି କାର୍ଯ୍ୟକର୍ତ୍ତା ମାନେ ଏ ସମ୍ବନ୍ଧରେ ଖବର ପାଇ ସମସ୍ତଙ୍କୁ କାବୁ କରି ବରେଇପାଲି ଥାନାରେ ଜିମା ଦେଇଛନ୍ତି । ସେପଟେ ପୋଲିସ ସଭିଙ୍କୁ ହେପାଜତକୁ ନେଇ ସମସ୍ତଙ୍କ  ପରିଚୟ ପତ୍ର ଯାଞ୍ଚ କରୁଛି। ଵାଂଲାଦେଶରେ ପରିସ୍ଥିତି ଅଣାୟତ୍ତ ହେବା ପରେ ଓଡ଼ିଶାରେ ବଢ଼ିଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିନ୍ତା। ଏନେଇ ସମ୍ଵଲପୁରରେ ପୂର୍ବରୁ ସନାତନୀ ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲାପାଲଙ୍କୁ ଭେଟି ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ