ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ  
by Argus News
Fri, Dec 15 | 7:43 a.m.

ନୂଆଦିଲ୍ଲୀ:  ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା  ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ । ସୁଟିଂ କରୁଥିବାବେଳେ ଛାତିରେ ଅନୁଭବ କରିଥିଲେ ଯନ୍ତ୍ରଣା ଆଉ ତଳେ ପଡିଯାଇଥିଲେ  ତାଙ୍କୁ ତୁରନ୍ତ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 47 ବର୍ଷୀୟ ଶ୍ରେୟସ୍‌ ଙ୍କ ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର  ଡାକ୍ତରୀ ଟିମ୍‌। ତେବେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି।

ବର୍ତ୍ତମାନ ଅଭିନେତା ଶ୍ରେୟସଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ କହିଛନ୍ତି ଡାକ୍ତର।  ସୂଚନାମୁତାବ, ଅକ୍ଷୟ କୁମାରଙ୍କ ସହ 'ଓ୍ୱେଲକମ୍‌ ଟୁ ଜଙ୍ଗଲ' ଫିଲ୍ମର ସୁଟିଂ କରୁଥିଲେ, ସେହି ସମୟରେ ଶ୍ରେୟସଙ୍କୁ ଆସିଥିଲା ହୃଦଘାତ ।   ଶ୍ରେୟସ ଜଣେ ପ୍ରତିଭାବାନ ଅଭିନେତା ସହ ବହୁ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କ ଫିଲ୍ମ ମାନଙ୍କ ମଧ୍ୟରୁ  ଗୋଲମାଲ ଏବଂ ଓମଶାନ୍ତି  ପ୍ରଶିଦ୍ଧ।  

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 
 

BJP
1m ago
ଓଡ଼ିଆ ନେତାଙ୍କ ଦମ୍ ଓଡ଼ିଆ ଭୋଟରଙ୍କ ହାତରେ ତାମିଲ ବାବୁଙ୍କ ଧମକରେ ନୁହେଁ
ଅର୍ଗସ ବ୍ୟୁରୋ : ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବ
BJP
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ