ଦୀର୍ଘ ୬ ବର୍ଷ ପରେ ମା' ହେବେ ଦୀପିକା   
by Argus News
Thu, Feb 29 | 2:16 p.m.

ନୂଆଦିଲ୍ଲୀ: ଖୁସି ଖବର ଦେଲେ ଦୀପିକା।  ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିବାହର ୬ ବର୍ଷ ପରେ ମା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପ୍ରେଗନେନ୍ସିର  ଖବର ନିଜେ ଦୀପିକା ପାଦୁକୋନ ଦେଇଛନ୍ତି।  ଦୀପିକା ମା ହେବାର  ଶୁଣି ତାଙ୍କ ଫ୍ୟାନ୍ସ ବହୁତ ଖୁସି।

ତେବେ ଦୀପିକାର ସୋସିଆଲ ମିଡିଆରେ  ସେୟାର କରିଥିବା ପୋଷ୍ଟରେ ଉଳ୍ଲେଖ କରିଛନ୍ତି  ସେପ୍ଟେମ୍ବରେ  ପିଲା ଜନ୍ମ ହେବ।  ତେବେ ବଲିଉଡ୍‌ର  ପପୁଲାର କପଲ ମାନଙ୍କ ମଧ୍ୟରୁ ରଣବୀର -ଦୀପିକା ଅନ୍ୟତମ।  ଦୀପିକା କେବେ ମା ହେବ ସେନେଇ ଥିଲା ସମସ୍ତଙ୍କର ଅପେକ୍ଷା ।  ଦୀର୍ଘ ୬ ବର୍ଷ ପରେ ଦୀପିକା ମା ହେବାକୁ ଯାଉଛନ୍ତି।    

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ