ଇଣ୍ଡିଗୋରେ ବୋମା ଆତଙ୍କ, ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ବିମାନ
by Argus News
Sun, Sep 01 | 5:02 p.m.

ଅର୍ଗସ ବ୍ୟୁରୋ: ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ 6E 7308 କୁ ବୋମା ପକାଇ ଉଡାଇଦେବା ଧମକ ମିଳିଛି। ଏହାପରେ ଫ୍ଲାଇଟକୁ ନାଗପୁରକୁ ଡାଇଭର୍ଟ କରାଯାଇଛି। ଇଣ୍ଡିଗୋ ଅଧିକାରୀ କହିଛନ୍ତି ଯେ, ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଛି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରାଯାଇଛି।

ଏହା ପୂର୍ବରୁ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମାର ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ଥିରୁବନନ୍ତପୁରମ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନକୁ ଯାଞ୍ଚ କରାଯିବା ପରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଯାଇଥିଲା। ଘଟଣାର ଯାଞ୍ଚ ପାଇଁ ବଲିୟାଥୁରା ପୋଲିସ ଥାନାର ଅଧିକାରୀ ବିମାନ ବନ୍ଦରରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ପ୍ରଧାନମନ୍ତ୍ରୀ
1m ago
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନ
ନିର୍ବାଚନ
20m ago
ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ : ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ମିଳିଛି ମୋଦ
ଅଟା
21m ago
ଆମେ ଖାଉଥିବା ଅଟାରେ ପୋଷକ ତତ୍ତ୍ବ ମିଳେ ନାହିଁ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସବୁଥିରେ ନକଲି ଜିନିଷ ବ୍ୟବହାର ହେଉଛି । ଖାସ୍ କରି ଆମେମାନେ ଖାଉଥିବା ଜିନିଷର ଅଧିକ ଅପମିଶ୍ରତ ହେଉଛି । ଖାଦ୍ୟରେ ଅପମିଶ୍ରଣ ସମଗ୍ର ବିଶ୍ଵରେ ଦ୍ରୂ