ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
by Argus News
Mon, May 20 | 2:06 p.m.

ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ।  ମୋତେ ଆକ୍ରମଣ ବିଜେଡିର ଏକ ପ୍ରାୟୋଜିତ ଷଡଯନ୍ତ୍ର। 

ବିଜେଡି ସହ ସମ୍ପର୍କରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଶିବ ଶଙ୍କର। କାହା ନିର୍ଦ୍ଦେଶରେ ବୁଥକୁ ଶିବ ଶଙ୍କର ଆସିଥିଲେ ତାଙ୍କ ଫୋନ ଯାଞ୍ଚ ହେଲେ ସତ ବାହାରକୁ ଆସିବ। ଆସ୍କାକୁ କେମିତି ମୁଁ ଯାଇ ନ ପାରିବି ସେଥିପାଇଁ ପୋଲିସ ଉପସ୍ଥିତିରେ ମୋତେ ଆକ୍ରମଣ ହୋଇଥିଲା। ମୋର ଆସ୍କା ଓ ହିଞ୍ଜିଳି ଯିବା ଆସିବା ବିଜେଡିର ସୁରକ୍ଷିତ ସିଟକୁ ଆଘାତ ହେବ ଭଳି ଲାଗିଲା। ସେଥିପାଇଁ ମୋତେ ଜାଣିଶୁଣି ଆକ୍ରମଣ କରାଯାଇଛି। ମୁଁ ଏହି ଆକ୍ରମଣରୁ ଡରିନାହିଁ ବିଜେଡି ଦୁର୍ନୀତି ବିରୋଧରେ ମୁଁ ସବୁବେଳେ ପ୍ରତିବାଦ କରିବି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ