କ୍ରିକେଟ ଖେଳରୁ ମହାଭାରତ, ପିଟି ପିଟି ଯବାନଙ୍କୁ ହତ୍ୟା
by Argus News
Thu, Dec 07 | 2:34 p.m.

ଅର୍ଗସ ବ୍ୟୁରୋ : କ୍ରିକେଟ ଖେଳ ପାଇଁ ଗଲା ଯବାନଙ୍କ ଜୀବନ । କ୍ରିକେଟ ଖେଳକୁ ନେଇ ଯବାନଙ୍କୁ ପିଟି ପିଟି ହତ୍ୟା ।  ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କାଳିପଲ୍ଲୀରେ ଘଟିଛି ଏ ଘଟଣା । ମୃତ ଯବାନ ଜେ. ଡିଲେଶ୍ବର ପାତ୍ର । ଗୋପାଳପୁରରୁ ଖେଳ ଦେଖି ଫେରୁଥିବା ବେଳେ ହରିପୁର ଛକ ନିକଟରେ ସଂଘବଧ ଆକ୍ରମଣ କରିଥିଲେ କିଛି ଦୁବୃର୍ତ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର  ମୃତ୍ୟୁ ଘଟିଛି । ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । 

ଡିଲେଶ୍ବର କୋଲକାତାରେ କାମ କରୁଥିବା ବେଳେ ୨୦ ଦିନ ଛୁଟିରେ ଘରକୁ ଆସିଥିଲେ । ପୂର୍ବ ଶତୃତାରୁ ଏଭଳି ଘଟଣା ଘଟିଥିବା ବେଳେ କ୍ରିକେଟ ମ୍ୟାଚ ସମୟରେ ଦୃବୃତଙ୍କ ସହ ଯବାନଙ୍କ ବଚସା ହୋଇଥିଲା ଏହି କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ 

ଚୁଆପାଣି
now
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
12m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ
BJD
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର