ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଅଭିଯୁକ୍ତ ବିଲଡର ନିରଞ୍ଜନ ରଣା ଗିରଫ
by Argus News
Thu, Oct 10 | 8:09 p.m.

ଭୁବନେଶ୍ୱର: ବନ୍ଧା ହେଲା ଜମି ଦଲାଲ । ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଅଭିଯୁକ୍ତ ବିଲଡର ନିରଞ୍ଜନ ରଣାକୁ ପୁଣି ଥରେ ବାନ୍ଧିଛି ପୋଲିସ I ମିଛ ଜମିପଟ୍ଟା ଦେଖାଇ ଶତାଧିକ ଲୋକଙ୍କଠୁ କୋଟି କୋଟି ଟଙ୍କା ଠକେଇ କରିଥିବାର ରାଣା ଉପରେ ରହିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପୋଲିସ ରାଣାକୁ ଗିରଫ କରିଥିଲେ ମଧ୍ୟ ବାରମ୍ବାର ବେଲରେ ବାହାରକୁ ଆସି ନିଜ କଳାକାରବାରକୁ ବଜାୟ ରଖୁଥିଲା।  

ତେବେ ଏହି ଠକ ବିରୋଧରେ ୦୭ ଜାମିନ ବିହୀନ ଗିରଫ ପରୱାନା ସହ ମୋଟ୍ ୩୫ଟି ମାମଲା ରହିଥିବା ଜାଣିବାକୁ ମିଳିଛି I ଲୋକଙ୍କୁ ମିଛ ଜମି ଦେଖାଇ ଟଙ୍କା ହଡ଼ପ କରିବା ପରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଉଥିଲା ଏହି ଅଭିଯୁକ୍ତ । ଏବେ ପୋଲିସ ଫନ୍ଦାରେ ପଡିବା ପରେ ତାର ସବୁ କଳାକାରନାମାର ସତ ପଦାକୁ ଆସିଛି ।
 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର