ଜମ୍ମୁ ଓ କଶ୍ମୀର: ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ
by Argus News
Mon, Sep 30 | 7:34 a.m.

ଅର୍ଗସ ବ୍ୟୁରୋ:  ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ। ଜମ୍ମୁ, ସାମ୍ବା, କଠୁଆର ୨୪ଟି ଏବଂ କୁପାୱାଡ଼ା, ବାରାମୂଳା ଓ ବନ୍ଦିପୁରା ଜିଲ୍ଲାର ୧୬ଟି ଆଶନରେ ହେବ ଭୋଟିଂ। ଏଥିପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଗସ୍ତ କରୁଥିବା ବେଳେ ଏସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ଭୋଟର ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

ମାଛ
11m ago
ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା
ନୂଆଦିଲ୍ଲୀ: ମାଛ ତରକାରୀ ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର । ଦୁନିଆରେ ମାଛକୁ ସବୁଠାରୁ ହେଲଦି ଫୁଡ୍‌ କୁହାଯାଇଥାଏ। ମାଛରେ ଅନେକ ପୋଷ
ଭାରତର ଶ୍ରେଷ୍ଠ
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟ
ମିଥୁନ ଚକ୍ରବର୍ତ୍ତୀ
ଦର୍ଶକ ହୃଦୟରେ ରାଜ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ, ମନେପଡେ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍
ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟ