ଭଡ଼ା ବାହାନାରେ କାର ଲୁଟ 
by Argus News
Sat, Sep 07 | 3:18 p.m.

ଭୁବନେଶ୍ୱର:   ଭଡ଼ା ବାହାନାରେ କାର ଲୁଟ ।  ଭରତପୁରରୁ ନେଲେ ଢେଙ୍କାନାଳ ରେ ଲୁଟିଲେ । ଏଭଳି ଲୁଟର ଶିକାର ହୋଇଛନ୍ତି କାର ଚାଳକ ବଳରାମ ପ୍ରଧାନ । ଗତ 13ତାରିଖ ଦିନ ବଳରାମ ଭରତପୁରରୁ ଭଡ଼ା ନେଇ ରାଧାଦେଇ ପୁର ଯିବାକୁ ଗାଡି ବୁକ ହୋଇଥିଲା ।  

3ଜଣ ବ୍ୟକ୍ତି ଗାଡି ରେ ବସି ଯାଇଥିଲେ। ଆଠଗଡ଼ରେ ଚା ପିଇ ରାଧାଦେଇ ପୁର ଗଲା ବାଟରେ ନିଛାଟିଆ ସ୍ଥାନରେ ପରିଶ୍ରା କରିବା ପାଇଁ କହି ଗାଡି ଅଟକାଇଥିଲେ। ଗାଡି ରହିବା ପରେ ବଳରାମ ଙ୍କୁ ବେକରେ ଛୁରୀ ଲଗାଇ ଗାଡି ବାହାରକୁ ଆଣିବା ପରେ ଆକ୍ରମଣ କରି ମୋବାଇଲ, ମୁଦି, ଟଙ୍କା ସବୁ ଲୁଟ ପରେ ଗାଡି ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଗଇଁତିଆ ଥାନାରେ ଅଭିଯୋଗ ପରେ ପୋଲିସ ଗାଡିକୁ ଉଦ୍ଧାର କରିବା ସହ ଲୁଟରେ ସମ୍ପୃକ୍ତି ଥିବା କିଛି ଦୁର୍ବୃତ୍ତଙ୍କୁ ପୋଲିସ ଧରିଥିବା ସୂଚନା ମିଳିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ